ମୋଦିଙ୍କୁ ଟି-ସର୍ଟ ଉପହାର ଦେଲେ ବାଇଡେନ, ଲେଖାଥିଲା ସ୍ୱତନ୍ତ୍ର ବାର୍ତ୍ତା
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବିଶେଷ ଟି-ସର୍ଟ ଉପହାର ଦେଇଛନ୍ତି । ଏହି ଟି ସର୍ଟ ଉପରେ ଏକ ବିଶେଷ ବାର୍ତ୍ତା ଲେଖା ଯାଇଛି । ଏଥିରେ ଉଲ୍ଲେଖ ରହିଛି, ଆମେରିକା ଓ ଭାରତ (AI) ହିଁ ଭବିଷ୍ୟତ ଅଟେ’ । ପରବର୍ତ୍ତୀ ସମୟରେ…