ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନିତ୍ୟ -ବିଧି ବା ଦୈନିକ ନୀତିର ବିଶେଷ ଆଲୋଚନା ଭିତରେ ଆମେ ମହାପ୍ରଭୁଙ୍କ ଜଳଖିଆ ଭୋଗ ବା ଗୋପାଳ ବଲ୍ଳଭ ଭୋଗ ବିଷୟରେ ଜାଣିଲେ। ଏହା ପରେ ଆମେ ସକାଳ ଧୂପ ବିଷୟରେ ଜାଣିବା। ବଲ୍ଳଭ…