ଟାଇନଟନି ଭଗ୍ନାବଶେଷ ପାଖେ ନିଖୋଜ ଆଉ ଏକ ବୁଡ଼ାଜାହାଜ; ୫ ଦିନ ପରେ ବି ମିଳୁନି ପତ୍ତା
ଲଣ୍ଡନ:ଟାଇଟନିକ ଭଗ୍ନାବଶେଷ ପାଖରେ ନିଖୋଜ ହୋଇଯାଇଛି ଆଉ ଏକ ପନଡୁବି । ୫ ଦିନ ପରେ ବି ଏହାର କୌଣସି ସନ୍ଧାନ ମିଳିନି । ସାରା ବିଶ୍ୱର ରେସକ୍ୟୁ ଟିମ ଲାଗିପଡିଛନ୍ତି ଏହକୁ ଖୋଜିବା ପାଇଁ । ଏପଟେ ପନଡୁବିରୁ ସରି ସରି ଆସୁଛି ଅମ୍ଳଜାନ । ହାତରେ ଆଉ ମାତ୍ର ୧୦ ଘଣ୍ଟା ସମୟ । ୧୦ ଘଣ୍ଟା…