ମଣିପୁରରେ ହିଂସାକୁ ୫୦ ଦିନ, ଗୃହମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ମଣିପୁରରେ ହିଂସା ଖବର ମଧ୍ୟରେ କ୍ୱାକଟାର ଏକ ଏସୟୁଭିରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବୋମା ବିସ୍ଫୋରଣରେ ୩ ଜଣ ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ମଣିପୁରରେ ଚାଲିଥିବା ହିଂସା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ୨୪ ରେ ନୂଆଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ…