ରାଜ୍ୟପାଳଙ୍କ ଘୋଷଣା: ଦର ନ କମିବା ଯାଏ ରାଜଭବନରେ ପଶିବନି ଟମାଟୋ
ଚଣ୍ଡିଗଡ:କେବଳ ଓଡ଼ିଶା ନୁହେଁ, ଦେଶରେ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି ଟମାଟୋ ଦର । ଯାହାକି ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ପଞ୍ଜାବ ଚଣ୍ଡିଗଡ ମାର୍କେଟରେ କିଲୋ ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଉଚ୍ଚ ଦର ଯୋଗୁଁ ଲୋକଙ୍କ ହାଣ୍ଡିଶାଳରୁ…