ବୁର୍ଖା ପିନ୍ଧିଥିବାରୁ ଛାତ୍ରୀଙ୍କୁ ପରୀକ୍ଷା ହଲକୁ ଛାଡିଲେନି କର୍ମଚାରୀ; ଚର୍ଚ୍ଚାରେ ମନ୍ତ୍ରୀଙ୍କ ବିବାଦୀୟ ବୟାନ
ହାଇଦ୍ରାବାଦ: କର୍ଣ୍ଣାଟକ ପରେ ଏବେ ତେଲେଙ୍ଗାନାରେ ବୁର୍ଖାକୁ ନେଇ ବିବାଦ । ଶୁକ୍ରବାର ବୁର୍ଖା ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଥିବା ଛାତ୍ରୀ ଅଭିଯୋଗ କରିଛନ୍ତି, ସେମାନଙ୍କୁ କେଭି ରଙ୍ଗା ରେଡ୍ଡୀ ମହିଳା ଡିଗ୍ରୀ କଲେଜର ଷ୍ଟାଫ ପରୀକ୍ଷା କେନ୍ଦ୍ରରେ ବସିବାକୁ ଅନୁମତି ଦେଇ ନ ଥିଲେ ।…