ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ୱସ୍ତି; ତଳକୋର୍ଟର NBW ଉପରେ ହାଇକୋର୍ଟଙ୍କ ରୋକ
ଭୁବନେଶ୍ୱର:ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ତଳକୋର୍ଟର NBW ଉପରେ ହାଇକୋର୍ଟ ଲଗାଇଛନ୍ତି ରୋକ । NBW କାର୍ଯ୍ୟକାରୀ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି…