ଭାଷା ଭାଗବତ : ସତ୍ୟାସକ୍ତି
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସରଳ ଶବ୍ଦ ବ୍ୟବହାର
କରି ସତ୍ୟକୁ ବାରଂବାର
ଯେ ଲେଖେ କିଂବା ପାରେ କହି
ସବୁ ଉପେକ୍ଷା ଜାଣେ ସହି
ସମାଜ ହେଲେ ସତ୍ୟ-ଚ୍ୟୁତ
ସତ୍ୟଭାଷୀର ମତାମତ
ମୁଖ୍ଯତଃ ହୁଏ ଉପେକ୍ଷିତ
ଏହା ଏ ସମୟର ସତ
ସତ୍ୟକୁ କରିଲେ ବଚନ
ତହିଁର…