ପ୍ରଭୁ ହନୁମାନଙ୍କ ପାଇଁ ସିଟ୍ ରିଜର୍ଭ କରି ଟ୍ରୋଲ ହେଲେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା
ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷ। ବଡ଼ ପରଦାରେ ଶ୍ରୀରାମ ଭୂମିକାରେ ଆସିଛନ୍ତି ପ୍ରଭାସ। ସୀତା ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍। ସେହିପରି ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍ ନଜର ଆସିଛନ୍ତି । 2ଡି ଏବଂ 3ଡିରେ ସିଲଭର ସ୍କ୍ରିନରେ ରିଲିଜ ହୋଇଛି ଏହି…