ଗୌଡ଼ଗାଁରୁ ଖାଲି ହାତରେ ଫେରିଲା ପୋଲିସ: କୁଆଡେ ଗଲେ ଏସିଏଫ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ?
ଭୁବନେଶ୍ୱର:କୁଆଡେ ଗଲେ ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟା ଭାରତୀ ? ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି ହେବା ପରେ ପୋଲିସ ତାଙ୍କୁ ଖୋଜୁଛି । ହେଲେ କାହିଁକି ପାଉନି ? ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କୋର୍ଟ ନିର୍ଦ୍ଦେଶ ପାଇବା ପରେ ପୁଣି ତତ୍ପରତା ଦେଖାଇଛି ପୋଲିସ ।…