Latest Odisha News

BREAKING NEWS

ଶୀତ ଦିନେ ଏହି ଖାଦ୍ୟ ଖାଇଲେ ରୁକ୍ଷ ତ୍ୱଚାରୁ ପାଇବେ ରକ୍ଷା….

ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି । ସାଧାରଣତଃ ଘରେ ଘିଅର ବ୍ୟବହାର ଅଧିକ ହୋଇଥାଏ । ସମସ୍ତେ ଶୀତଦିନେ ଦେଶୀ ଘିଅ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି…

ନ୍ୟୁ ଇଣ୍ଡିଆର ରାଷ୍ଟ୍ରପିତା ନରେନ୍ଦ୍ର ମୋଦୀ: ଫଡନାଭିସଙ୍କ ପତ୍ନୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆ ଭାରତର ରାଷ୍ଟ୍ରପିତା ବୋଲି କହିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ। ସେ କହିଛନ୍ତି ଯେ ଦେଶରେ ଦେଶର ଦୁଇ ଜଣ ପିତା ଅଛନ୍ତି। ବ୍ୟାଙ୍କର ତଥା ଗାୟକ ଅମୃତା ଏକ ସାକ୍ଷାତକାରରେ କହିଛନ୍ତି…

ଯୁଦ୍ଧ ପାଇଁ ଦରକାର ଅସ୍ତ୍ରଶସ୍ତ୍ର, ଓ୍ୱାଶିଂଟନରେ ବାଇଡେନଙ୍କୁ ଭେଟିବେ ଜେଲେନସ୍କି

ଓ୍ୱାଶିଂଟନ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ 10 ମାସରୁ ଅଧିକ ସମୟ ଧରି ଚାଲିଆସୁଛି। ଏହି ଯୁଦ୍ଧ ଦୁଇ ଦେଶ ମଧ୍ୟରେ କେତେ ଦିନ ଚାଲିବ ତାହା କହିବା କଷ୍ଟକର। ଏତେ ଦିନର ଯୁଦ୍ଧ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଅନେକ ଥର ଆଲୋଚନା ହୋଇଥିଲା, କିନ୍ତୁ ଏଥିରୁ…

ଚୀନ ପରେ ଭାରତରେ ଚିହ୍ନଟ ହୋଇଥିବା BF.7 ଭେରିଆଣ୍ଟ ଓମିକ୍ରନଠୁ ମାରାତ୍ମକ!

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଚାଇନାରେ କୋଭିଡ ମାମଲା ବଢିବାର କାରଣ ହେଉଛି ଓମିକ୍ରନର ସବ୍-ଭାରିଆଣ୍ଟ BF.7। ଏହି ଭେରିଆଣ୍ଟର ସଂକ୍ରମଣ ହାର…

ପଟ୍ଟନାୟକଙ୍କ ସହ ଫ୍ରେଣ୍ଡଲି ନିର୍ବାଚନ ହେବନି, ଲୋକସଭା ଆସନ ଉପରେ ମୋଦୀଙ୍କ ନଜର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଜେପି ଏବେ ଦୁର୍ବଳ ଆସନ ଗୁଡିକରେ ଅର୍ଥାତ ଅନ୍ତିମ ସାଧାରଣ ନିର୍ବାଚନରେ ହାରିଥିବା ଆସନରେ କିଭଳି ୨୦୨୪ରେ ବିଜୟୀ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଜି ବିହାର ରାଜଧାନୀ ପାଟନାରେ…

ଦୀପିକାଙ୍କ ଭଳି ବେଳାଭୂମିରେ ଗେରୁଆ ରଙ୍ଗର ବିକିନି ପିନ୍ଧି ଫଟୋ ସେୟାର କଲେ ନେହା ଶର୍ମା

ମୁମ୍ବାଇ: ଫିଲ୍ମ 'ପଠାନ'ରେ ଗେରୁଆ ରଙ୍ଗର ବିକିନି ପିନ୍ଧି ବେସରମ ରଙ୍ଗର ଗୀତକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଏହି ପ୍ରସଙ୍ଗ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ କିଛି ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରୁଛନ୍ତି। ଏହି ରଙ୍ଗୀନ ବିକିନି…

ଜେଏସପି ଫାଉଣ୍ଡେସନର ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ସହାୟତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସମାଜର ଦୁର୍ବଳ ବର୍ଗର ମହିଳା ଏବଂ ବାଳିକାଙ୍କୁ ସେମାନଙ୍କ ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ତାଲିମ ପାଇଁ ଆର୍ଥିକ ସହାୟତା ପରିସରକୁ ବିସ୍ତାର କରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜେଏସପି ଫାଉଣ୍ଡେସନ ଆଜି ଯଶସ୍ଵୀ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିଛି ।…

ଜେଲରୁ ବାହାରିବେ ବିକନୀ କିଲର ଶୋଭରାଜ

କାଠମାଣ୍ଡୁ: ବିକନୀ କିଲର ଭାବେ କୁଖ୍ୟାତ ଫ୍ରାନ୍ସର ଚାର୍ଲସ ଶୋଭରାଜ ଜେଲରୁ ବାହାରିବେ । ବୁଧବାର ନେପାଳ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେବ ପରେ ୭୦ ଦଶକର କେତେକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଖି ସାମ୍ନାରେ ଲୋକଙ୍କର ନାଚି ଉଠିଛି । ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କ ହତ୍ୟା କରିବା ଅଭିଯୋଗରେ…

ରାଜ୍ୟ ବାହାରୁ ୧୦୩ ସୁପର ସ୍ପେସାଲିଟି ହସ୍ପିଟାଲ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ‘‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି। ଓଡ଼ିଶା ହେଲ୍ଥ୍ ଆସୁରାନ୍ସ୍…

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଉତରାଖଣ୍ଡର ପ୍ରଥମ ଇନିଂସ ଅଗ୍ରଣୀ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଦର୍ଶନ ସେ ଭଳି ସନ୍ତୋଷଜନକ ହୋଇପାରୁ ନାହିଁ । ଏଠାରେ ଚାଲିଥିବା ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୧୩ ରନ ଜବାବରେ ଉତରାଖଣ୍ଡ ଦ୍ୱିତୀୟ ଦିବସ…