ବରିଷ୍ଠ ନାଗରିକ ଧାମରା ବନ୍ଦର ବୁଲି ଦେଖିଲେ, କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ…
ଧାମରା: ଆଦାନୀ ଗ୍ରୂପ ଧାମରାରେ ଆଦାନୀ ଧାମରା ପୋର୍ଟ (ଡିପିସିଏଲ୍) ନାମରେ ଏହାର ବନ୍ଦର କାର୍ଯ୍ୟ ଆରମ୍ଭ କରିଛି । ସ୍ଥାନୀୟ ଜନ ସାଧାରଣଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ, ସମର୍ଥନ ଏବଂ ବିଶେଷ ଭାବେ ବରିଷ୍ଠ ନାଗରିକଙ୍କ ଆଶୀର୍ବାଦ ଆଦାନୀ ଧାମରା ପୋର୍ଟର ନିରନ୍ତର ସଫଳତା ଦିଗରେ ଏକ ପ୍ରମୁଖ…