Latest Odisha News

BREAKING NEWS

୧୪ ରେ କ୍ଷମତା ନେଇଥିଲା ଦରବୃଦ୍ଧି, ୨୪ ରେ ଦେବ!

ଭୁବନେଶ୍ୱର: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣକୁ ଆସିବା ବଦଳରେ ଆହୁରି ବଢିଚାଲିଛି। ଯେଉଁଥିପାଇଁ ଲୋକଙ୍କ ଦୁର୍ଦଶା ମଧ୍ୟ ବଢି ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳଗୁଡିକ ଏହାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ଏହି ଅବସରରେ…

୫ ବର୍ଷ ପରେ ଭାରତୀୟ ଫୁଟବଲ ଟିମ ଟପ ୧୦୦ରେ ସାମିଲ

ନୂଆଦିଲ୍ଲୀ: ଫିଫା ଦ୍ୱାରା ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ଭାରତୀୟ ଫୁଟବଲ ଟିମ ୫ ବର୍ଷ ପରେ ଟପ ୧୦୦ରେ ସାମିଲ ହୋଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଇଂଟରକଂଟିନେଂଟାଲରେ ଭାରତ ଟାଇଟଲ ହାସଲ କରିବା ଯୋଗୁ ର‌୍ୟାଙ୍କିଙ୍ଗରେ ସୁଧାର ଆସିଥିଲା । ଫାଇନାଲରେ ଭାରତ ୨-୦ ଗୋଲରେ ଲେବାନନକୁ…

ମହାରାଷ୍ଟ୍ରରେ ବିଜେପିକୁ ଘାରିଲା ହାରିବା ଭୟ !

ଭୁବନେଶ୍ୱର: ଦେଶର ପ୍ରମୁଖ ଦଳଗୁଡିକର ନଜରରେ ମହାରାଷ୍ଟ୍ର। ରାଜ୍ୟର ରାଜନୈତିକ ସମୀକରଣ ବଦଳୁଥିବା ବେଳେ ବିଆରଏସ ଭଳି ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ ମହାରାଷ୍ଟ୍ରରେ ଏଣ୍ଟ୍ରି ମାରିଲେଣି। ସେପଟେ ସିନ୍ଦେ ବିଜେପି ମେଣ୍ଟ ଓ ଏମଭିଏ ମେଣ୍ଟ ମଧ୍ୟରେ ଲଢେ଼ଇ ମଧ୍ୟ ତୀଵ୍ର ହେଉଛି। ଏଭଳି…

କାର୍କେଡ୍‌କୁ ରୋକିଲେ ସୁରକ୍ଷାକର୍ମୀ: ସରକାର ଅଟକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଆଣି ଦୁର୍ଭାଗ୍ୟପୂର୍ଣ୍ଣ…

ଇମ୍ଫାଲ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଯାଇଥିବା ତାଙ୍କ କାର୍କେଡ୍‌କୁ ଅଟକାଯାଇଛି। ରାହୁଲଙ୍କ କାର୍କେଡ୍‌ ଇମ୍ଫାଲ୍‌ରୁ ଅଶାନ୍ତ ଚୁରାଚାନ୍ଦପୁରକୁ ଯାଉଥିବା ବେଳେ ସୁରକ୍ଷା କାରଣରୁ ତାଙ୍କ କାର୍କେଡ୍‌କୁ ଅଟକାଇବା ସହିତ ତାଙ୍କୁ ଫେରିଯିବାକୁ କହିଛନ୍ତି ସୁରକ୍ଷା କର୍ମୀ।…

ଦିଲ୍ଲୀ କ୍ୟାପିଟାଲ୍ସରୁ ବିଦା ହେଲେ ଅଗରକର, ୱାଟସନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଦଳ ପଂଏଟ ଟେବୁଲରେ ୯ମ ସ୍ଥାନରେ ରହିଥିଲା । ଏହା ପରେ ଦଳରେ କିଛଇ ବଡ ଧରଣର ପରିବର୍ତନ କରାଯିବା ନେଇ ଆଶା କରାଯାଉଥିଲା । ଗୁରୁବାର ଫ୍ରାଂଚାଇଜ କୋଚିଂ ଷ୍ଟାଫ…

ଏବେ ସିଂଦେଓଙ୍କୁ ଲଲିପପ, ଜିତିଲେ ହଟିବେ ବଘେଲ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ଦିନଠାରୁ ଲାଗି ରହିଥିବା ସମସ୍ୟା କିଛି ପରିମାଣରେ ସମାଧାନ ହୋଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ନେତୃତ୍ୱ। ଛତିଶଗଡ଼ରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟତମ…

ବିରୋଧୀଙ୍କ ପରବର୍ତ୍ତି ବୈଠକ ସିମ୍‌ଲା ନୁହେଁ ବେଙ୍ଗାଲୁରୁରେ ହେବ: ଶରଦ ପାୱାର

ନୂଆଦିଲ୍ଲୀ: ପରବର୍ତ୍ତୀ ବିରୋଧୀ ଦଳର ବୈଠକ ସିମ୍‌ଲାରେ ନୁହେଁ, ବେଙ୍ଗାଲୁରୁରେ ହେବ। ଜୁଲାଇ ୧୩ ଓ ୧୪ ହେବ ବୋଲି ଏନ୍‌ସିପି ମୁଖ୍ୟ ଶରତ ପୱାର ଘୋଷଣା କରିଛନ୍ତି। ତେବେ ପାଟନାରେ ବିରୋଧୀଙ୍କ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖିଖୁ ନିଦ ନାହିଁ ବୋଲି ଶରତ ପାୱାର କଟାକ୍ଷ…

ଯାତ୍ରୀବାହୀ ବସ୍ ଓଲଟି ଜଣେ ମୃତ, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଜଣ ଆହତ । ଭଦ୍ରକ ଜିଲ୍ଲା ସାବରଙ୍ଗ ହାଇସ୍କୁଲ୍ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ କ୍ରିଷ୍ଣା ଦୁର୍ଘଟଣାଗ୍ରସ୍ତ ହୋଇଛି । ଘରୋଇ ବସ୍ ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।…

ଦିନିକିଆ ବିଶ୍ୱକପ: ୩୪ ଦିନରେ ଟିମ ଇଣ୍ଡିଆ ଯାତ୍ରା କରିବ ୧୦ ହଜାର କିଲୋମିଟର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ୨୦୨୩ ସଂସ୍କରଣ ଭାରତରେ ଆୟୋଜିତ ହେଉଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ଏହାକୁ ଆୟୋଜନ କରୁଛି । ଟିମ ଇଣ୍ଡିଆ ୯ଟି ଲିଗ ମ୍ୟାଚ ୯ଟି ଅଲଗା ଅଲଗା ସହରରେ ଖେଳିବ । ଅନ୍ୟ କୌଣସି ଟିମକୁ ଏତେ ମାତ୍ରାରେ ଅଲଗା ଅଲଗା ସହରରେ ମ୍ୟାଚ ଖେଳିବାକୁ ପଡିବ…