ଆଇସିସି ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨୩୪ ରନର ସଂଯୋଗ
ଲଣ୍ଡନ: ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚରେ ଭାରତ ୨୩୪ ରନରେ ଅଲଆଉଟ ହୋଇଥିଲା । ଆଇସିସି ଟ୍ରଫିରେ ଭାରତର ଏହି ୨୩୪ ରନର ସଂଯୋଗ ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ୨୦୦୩ ବିଶ୍ୱକପରେ ଭାରତ ସମ୍ମୁଖରେ ଅଷ୍ଟ୍ରେଲିଆ ୩୫୯ ରନ…