ମୋବାଇଲ୍ ଚୋରି କରୁଥିବା ବେଳେ ଡ଼୍ରାଇଭରଙ୍କ ହାତରେ ଧରାପଡ଼ିଲା ଚୋର
ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଦୋଛକି ଠାରେ ଆଇରନ ବୋଝେଇ ଟ୍ରକରୁ ମୋବାଇଲ୍ ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଧରି ନିର୍ଦ୍ଧୁମ ଛେଚିଲେ ଟ୍ରକ ଡ୍ରାଇଭର। ଦୁଇଜଣ ଯୁବକ ଏକ ଟ୍ରକରୁ ମୋବାଇଲ୍ ଚୋରି କରୁଥିବା ସମୟରେ କିଛି ସ୍ଥାନୀୟ ଟ୍ରକ ଡ୍ରାଇଭରଙ୍କ ନଜରରେ ପଡ଼ିଥିଲା ।…