ଆପରେ ସାମିଲ ହେଲେ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ
ନୂଆଦିଲ୍ଲୀ:ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ଆମ ଆଦମୀ ପାର୍ଟି (AAP)ରେ ସାମିଲ ହୋଇଛନ୍ତି । ଗୁରୁବାର ଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟରେ ତାଙ୍କୁ ଦଳରେ ସାମିଲ କରାଯାଇଛି ।
ମଧ୍ୟପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ବଳ ବଢାଇବାର ପ୍ରୟାସ ଜାରି ରଖିଛି ଆପ । ନିର୍ବାଚନ…