ଗଜପତି ଜିଲ୍ଲାରେ ବାଘ ଆତଙ୍କ! ଭାଇରାଲ ଭିଡିଓ ଦେଖି ଲୋକେ ଛାନିଆ
ପାରଳାମୁଖେଣ୍ଡି: ଗଜପତି ଜିଲ୍ଲାରେ ବାଘ ଆତଙ୍କ । ଲୁଚିଛପି ବୁଲୁଛି ବାଘ । ଗଜପତି ଜିଲ୍ଲାର ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ବାଘ ଭୟରେ ଖେଳି ଯାଇଛି ଆତଙ୍କ । ବାଘ ବୁଲୁଥିବା ସମୟର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭…