ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ , ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ
ମୁମ୍ବାଇ: ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ । ଏବେ ସେ ସୁପରମ୍ୟାନ ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ । ଫିଲ୍ମ ସୁପରମ୍ୟାନ୍-ଲିଗେସିରେ ହଲିଉଡ୍ ଅଭିନେତା ଡେଭିଡ୍ କାରେନସ୍ୱେଟ୍ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ହେନରୀ କାଭିଲଙ୍କୁ ସୁପରମ୍ୟାନ୍…