ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୋଦୀଙ୍କ ପତ୍ନୀ ଯାଶୋଦାବେନ୍
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନ୍ ବୁଧବାର ଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି। ତାଙ୍କ ସହ ତାଙ୍କ ଭାଇ ଅଶୋକ ମୋଦୀ ଓ ସୋଭନିଆ ଆନ୍ଦୋଳନର ନିର୍ଦ୍ଦେଶିକା ଅରୁନ୍ଧତୀ ଦେବୀ ମଧ୍ୟ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଯଶୋଦାବେନ୍ ମଙ୍ଗଳବାର ଦିନ ପୁରୀର ଗୁଣ୍ଡିଚା…