ସୁନାବେଶରେ ଠାକୁରଙ୍କ ସବୁ ସୁନା ଅଳଙ୍କାର ଭିତରେ ଥାଏ ଗୋଟିଏ ରୂପାଳଙ୍କାର; ଜାଣନ୍ତି କ’ଣ ?
ପୁରୀ:ଆଜି ସୁନାବେଶ । ମହଣମହଣ ସୁନାରେ ସଜେଇ ହେବେ ତିନିଠାକୁର । ସ୍ୱର୍ଣ୍ଣାଳଙ୍କାର ବିଭୂଷିତ ହୋଇ ତିନିଠାକୁର ଯେମିତି ରାଜା ପରି ଦିଶିବେ । ମହାପ୍ରଭୁଙ୍କର ଏହି ଅପୂର୍ବରୂପ ଭକ୍ତ ଦେଖିବେ ରଥ ଉପରେ ।
ଜଗନ୍ନାଥଙ୍କ ଅନେକ ବେଶ ମଧ୍ୟରୁ ସୁନାବେଶ ଗୋଟିଏ । ଏମିତି ତିନିଠାକୁରଙ୍କ ଅଙ୍ଗରେ…