Latest Odisha News

BREAKING NEWS

ଅନୁବାଦ କବିତା : ସବ୍ୟସାଚୀ

ମୂଳ ବଙ୍ଗଳା: ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅଦ୍ଭୁତ ଶ୍ୱାପଦ ଆଖି ଅହରହ ଜଳୁଅଛି ଅଚଳ ଅନ୍ଧାରେ। ହେ ବନ୍ଧୁ, ପଛରେ ରଖି ଅନ୍ଧ ହିମଗିରି ଅନନ୍ତ ବାର୍ଦ୍ଧକ୍ୟ ତୁମ ନେଉ ଏକ ନୂଆ ଜୀବନ୍ୟାସ ରକ୍ତେ ଭିଜା ଯୌବନର ଅନ୍ତିମ ପିପାସା ନିଷ୍ଠୁର ଗର୍ଜନେ ଆଜି ଅରଣ୍ୟ ଧୁଆଁରେ ହେଉ…

ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ବିଭାଗ ପ୍ରତିନିଧି ଦଳଙ୍କ ଓଡିଶା ଗସ୍ତ, ସ୍ୱୟଂଚାଳିତ ପି-ପାସ୍‌ ବ୍ୟବସ୍ଥାକୁ ପ୍ରଶଂସା

ଭୁବନେଶ୍ୱର: ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସୁରକ୍ଷା ବିଭାଗର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଅଛନ୍ତି। ମଞ୍ଚେଶ୍ୱରସ୍ଥିତ ଚାଉଳ ସଂଗ୍ରହ କେନ୍ଦ୍ର ତଥା ବିଭାଗୀୟ ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏଚ୍‌. ଏସ୍‌. ପରମାରଙ୍କ ନେତୃତ୍ୱରେ…

ଆଜିଠୁ ଡିପ୍ଲୋମା ଇଞ୍ଜିନିୟରିଂ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଇଞ୍ଜିନିୟରିଂ ନାମଲେଖା ଆରମ୍ଭ ହେବ। ଜୁନ ୨୯ ରୁ ଜୁଲାଇ ୫ ତାରିଖ ମଧ୍ୟରେ ପ୍ରଥମ ରାଉଣ୍ଡରେ ସିଲେକ୍ସନ ହୋଇଥିବା ଆବେଦନକାରୀ ନାମ ଲେଖାଇବେ। ଚୟନ ହୋଇଥିବା ଛାତ୍ରଛାତ୍ରୀ ଜୁନ ୨୮ ରୁ ଜୁଲାଇ ୩ ତାରିଖ ମଧ୍ୟରେ…

ଭାଷା ଭାଗବତ : ଭାଷାର ଗୁଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ତରଳ, ନମନୀୟ ତା'ର ନିଜର ପରିଚୟ ସତରେ କିଛି ବି ନ ଥାଏ ଯେ ଯାହା କରଂତି ତା ହୁଏ ଯେହେତୁ ଲୋକେ ଅସମାନ ଭାଷା ବି ହୁଏନି ସମାନ ବଦଳୁଥାଏ ଘନଘନ ଏହା ହିଁ ତା ମୂଳ ଲକ୍ଷଣ ପ୍ରୟୋଜନ-ଚାଳିତ ଭାଷା ପ୍ରୟୋଗ-ନିର୍ଭର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ଭିତରେ ଆମେ ଆସି ପହଞ୍ଚି ଯାଇଛେ ମଧ୍ୟାହ୍ନ ଭୋଗ ପାଖରେ.ଏହାକୁ ମଧ୍ୟାନ୍ନ ଧୂପ ମଧ୍ଯ କୁହାଯାଏ । ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହାର ସମୟ ନିର୍ଘଣ୍ଟ…

ଅଜବ ଚାକିରି : ମଦ ପିଇବାକୁ ମିଳୁଛି ଆଖିଦୃଶିଆ ଦରମା

ନ୍ୟୁୟର୍କ: ଚାକିରିକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ରହିଛି । କିଏ ଧାରାବାହିକ ୧୦ରୁ ୪ ପର୍ଯ୍ୟନ୍ତ ଚାକିରି କରିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ୧୨ ଘଣ୍ଟିଆ ଚାକିରିକୁ ମଧ୍ୟ ପସନ୍ଦ କରିଥାନ୍ତି । ତେବେ ଯଦି ଆପଣଙ୍କୁ ଏମିତି ଚାକିରି ମିଳିବ ଯେଉଁଥିରେ ଯେତେ ଇଛା ମଦ ପିଇପାରିବେ ଓ…

ଏମିତି ଏକ ଛେଳି: ଯାହାର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିହାର: ସମସ୍ତଙ୍କ ସଉକ ଭିନ୍ନ ଭିନ୍ନ । କିଏ ଘରେ କୁକୁର,ବିଲେଇ ଆଦି ପ୍ରଜାତିର ପଶୁ ରଖିବାକୁ ଚାହାନ୍ତି ତ ଆଉ କିଏ ନେଉଳ,ସାପ ଆଦି ପ୍ରଜାତିର ଜୀବ ରଖିବାକୁ ପସନ୍ଦ କରନ୍ତି । ଅନେକ ମଧ୍ୟ ଛେଳି,ମେଣ୍ଢା ଭଳି ଘରେ ସାକାହାରି ଜୀବ ରଖିବାକୁ ପସନ୍ଦ କରିଥାନ୍ତି । ତେବେ ବିହାରରେ ଏକ ଭିନ୍ନ…

୬୩ ବର୍ଷ ବୟସରେ ବିକିନି ପିନ୍ଧନ୍ତି ବୃଦ୍ଧା, ଦେଖିବାକୁ ଯୁବକ ହୁଅନ୍ତି ପାଗଳ

ନ୍ୟୁୟର୍କ : ସାଧାରଣତଃ ନିଜେ କେମିତି ପୋଷାକ ପରିଧାନ କରିବା ଓ କେଉଁ ପ୍ରକାର ଜୀବନଶୈଳୀ ଗ୍ରହଣ କରିବା ଉଚିତ ଏହା ସମସ୍ତଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ଆମ ସମାଜରେ ଏହାକୁ ବୟସ ସହିତ ଯୋଡ଼ାଯାଇଥାଏ । ବାର୍ଦ୍ଧକ୍ୟ ଛୁଇଁଲେ ଈଶ୍ୱରଙ୍କ ନାମ ଗ୍ରହଣ କରିବା ଉଚିତ୍ ଏବଂ ବସ୍ତୁବାଦୀ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ରଥରେ ଲାଗିଗଲା ନିଆଁ, ୬ ଜଣଙ୍କର ମୃତ୍ୟୁ, ୧୫ ଆହତ

ଅଗରତାଲା: ବୁଧବାର ତ୍ରିପୁରାର ଉନାକୋଟି ଜିଲ୍ଲାରେ ବାହୁଡା ଯାତ୍ରା ବେଳେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ରଥ ଟାଣୁଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ହଠାତ ରଥରେ ନିଆଁ ଲାଗିଯିବାରୁ ଅନ୍ୟୂନ ଛଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଆହତ…

ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି. ଏସ୍. ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ଛତିଶଗଡ କଂଗ୍ରେସକୁ ଆହୁରି ମଜବୁତ କରିବାକୁ ଯାଇ ଦଳରେ ଅସନ୍ତୁଷ୍ଚ ଥିବା ବା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଆଶାୟୀ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଟି. ଏସ୍. ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି…