ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଭିତରେ ଏକ ବିଶେଷ ବିଧି ସlହlଣ ମେଲା ବିଷୟରେ ବିଷଦ ଆଲୋଚନାରୁ ଜାଣିଲେ । ଏହା ଶ୍ରୀମନ୍ଦିର ସତ୍ୱଲିପି ନିର୍ଦ୍ଦେଶିତ ନୀତି ନୁହେଁ। କିଛି ବିଷୟକୁ ଆଖି ଆଗରେ ରଖି ଏହା…