ରୋଷେଇ ବେଳେ ତରକାରୀ କଢେଇରେ ପଡିଯିବାରୁ ଛୋଟ ଛୁଆର ମୃତ୍ଯୁ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ଗାଁରେ ମଙ୍ଗଳବାର ଦିନ ଏକ ସାମୂହିକ ଭୋଜି ସମୟରେ ତରକାରୀ ରାନ୍ଧିବା ପାଇଁ ବ୍ୟବହୃତ ହେଉଥିବା ଏକ ବଡ଼ କଢ଼େଇରେ ଭୁଲବଶତଃ ପଡ଼ିଯିବାରୁ ଜଣେ ଶିଶୁ ପ୍ରାଣ ହରାଇଛି। ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବୁଗୁଡା ଥାନା ଅନ୍ତର୍ଗତ ନାଗୁଡୁ ଗାଁରେ।
ବିଶ୍ୱସ୍ତ…