Latest Odisha News

ବିବାହର ଶୁଭ ମୁହୂର୍ତ୍ତ ଗଡ଼ି ଯାଉଥିଲା,ଜାମ୍‌ରେ ଫସି ରହିଥିବା ବର ଗଲେ ବାଇକ୍‌ରେ

ଝାରଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ, ଯାହା ଆମକୁ ହସି ହସି ବେଦମ କରୁଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ବି କରିଥାଏ । ଏବେ ସେମିତି ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁଥିରେ ଟ୍ରାଫିକ୍ ଜାମ୍‌ରେ ଫସି ରହିଥିବା ଜଣେ ବର ବାଇକ୍‌ରେ ଯାଉଛନ୍ତି । କାରଣ…

ଜନସାଧାରଣଙ୍କୁ ଫାଇଦା ପହଞ୍ଚାଉଛି ହିଣ୍ଡାଲକୋ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ପକ୍ଷରୁ ଓଡ଼ିଶାର ସମ୍ବଲପୁରରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉତ୍ତମ ଏବଂ ଅର୍ଥପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବାକୁ ବିବିଧ ସ୍ୱାସ୍ଥ୍ୟସେବା ପ୍ରୟାସ ହାତକୁ ନିଆଯାଇଛି । ଗତବର୍ଷ ହୀରାକୁଦର ୫ଟି ୱାର୍ଡରୁ ପ୍ରାୟ ୧୪,୦୦୦ ଲୋକ…

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍…

ସୋଆକୁ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଇଥିବା ସମ୍ମାନ ଅନୁଯାୟୀ…

ବିବାହ ମଣ୍ଡପରୁ କନ୍ୟା ଫେରାର, ୧୩ ଦିନ ମଣ୍ଡପରେ ଜଗି ରହିଲା ବର

ରାଜସ୍ଥାନ: ନିଜ ବିବାହକୁ ନେଇ ଖୁସି ନ ଥିବା ବର ହେଉ ବା କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯିବା କିଛି ନୂଆ କଥା ନୁହେଁ । ଅନେକ କ୍ଷେତ୍ରରେ ଯଦି କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯାଏ , ତାହାହେଲେ ବର ଶିଶୁପାଳ ହୋଇଥାଏ । ନଚେତ୍ ଆପୋଷ ମିଳାମିଶାରେ କନ୍ୟାର ସାନ ଭଉଣୀକୁ ବିବାହ କରି…

ମ୍ୟାଚ ଦେଖିଲେ ଭିକ୍କି-ସାରା, ବିଜୟ ପରେ ଖୁସିରେ ନାଚିଲେ

ମୁମ୍ବାଇ: ଫିଲ୍ମ ‘ଜରା ହଟକେ ଜରା ବଚକେ’କୁ ନେଇ ଅଭିନେତା ଭିକ୍କି କୌଶଲ ଓ ସାରା ଅଲ୍ଲି ଖାନ୍ ଖୁବ୍ ଚର୍ଚ୍ଚାରେ । ଉଭୟଙ୍କୁ ଅନେକ ଇଭେଣ୍ଟରେ ଏକାଠି ନଜର ଆସୁଛନ୍ତି । କାରଣ ଭିକ୍କି ଓ ସାରା ତାଙ୍କ ଆଗାମୀ ଫିଲ୍ମର ପ୍ରମୋସନରେ ଲାଗିପଡ଼ିଛନ୍ତି । ନିକଟରେ ଉଭୟ ଚେନ୍ନାଇ ଓ ଗୁଜରାଟ ଟାଇଟନ୍ସର…

ଟିକାୟତଙ୍କ ଅନୁରୋଧ ଯୋଗୁ ରେସଲରମାନେ ପଦକ ବିସର୍ଜନ କଲେନି, ୫ ଦିନର ସମୟ ଦିଆଗଲା

ହରିଦ୍ୱାର: ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ରେସଲମାନେ ଆଜି ସେମାନଙ୍କ ପଦକ ବିସର୍ଜନ କରିବା ପାଇଁ ଗଙ୍ଗା ଘାଟରେ ପଂହଚିଥିଲେ । ସେଠାରେ ଦୀର୍ଘ ସମୟ ଧରି କାନ୍ଦିଥିଲେ । ଏହି ସମୟରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ଅନେକ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ତାଙ୍କୁ…

ଭାରତରେ ବର୍ଷକୁ ରକ୍ତ କର୍କଟ ରୋଗର ଶିକାର ହେଉଛନ୍ତି ୧ ଲକ୍ଷ ଲୋକ

ଭୁବନେଶ୍ୱର: ରକ୍ତ କର୍କଟ ସମସ୍ୟା ଏକ ଜଟିଳ ବ୍ୟାଧି । ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି । ତେବେ ଉପଯୁକ୍ତ ଚିକିତ୍ସା ଏବଂ ଦୃଢ଼ମନୋବଳ ଦ୍ୱାରା ଏହି ରୋଗକୁ ପରାସ୍ତ କରିହେବ ବୋଲି ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।…

ପଞ୍ଚବଟୀର ସୀତା ଗୁମ୍ଫା, କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ କ୍ରିତି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ରିତ୍ରି ସାନନ ତାଙ୍କ ଆଗାମୀ ଫିଲ୍ମ ‘ଆଦି ପୁରୁଷ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏବେ କ୍ରିତି ନାଶିକର ପଞ୍ଚବଟୀର ସୀତା ଗୁମ୍ଫା ମନ୍ଦିରରେ ପହଞ୍ôଚଛନ୍ତି । ସେ ମନ୍ଦିରରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ କ୍ରିତି ରାମ ସିୟା ରାମ…

‘ମଣିପୁର ପଛରେ ବିଜେପିର ଗୁପ୍ତ ଏଜେଣ୍ଡା’

ଭୁବନେଶ୍ୱର: ମଣିପୁର ହିଂସାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ହିଂସା ଯୋଗୁ ମଣିପୁର ଜଳିବା ସହ ବହୁ ଧନଜୀବନ ହାନି ହୋଇଛି। ଯାହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିବା ସହ ଦଳର ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ…