ବିମାନ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଶରୀରର ଓଜନ ହେବ, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: ବିମାନରେ ଚଢିବା ପୂର୍ବରୁ ଯାତ୍ରୀଙ୍କ ଶରୀରର ଓଜନ କରାଯିବ। ଲଗେଜ ବା ବ୍ୟାଗ ଆଦିର ଓଜନ ହେଉଥିବା ବେଳେ ଏବେ ଯାତ୍ରୀଙ୍କ ଶରୀରର ଓଜନ ମାପିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡର ଏକ ବିମାନ କମ୍ପାନୀ। ଜୁଲାଇ ୨ରୁ ଏୟାର ନ୍ୟୁଜିଲାଣ୍ଡ ଅକଲାଣ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ…