Latest Odisha News

BREAKING NEWS

ମନ୍ତ୍ରୀଙ୍କୁ ଧକ୍କା ମାରିବାକୁ ସାମ୍ବାଦିକାଙ୍କୁ ଖୋଲାଖୋଲି କହୁଛନ୍ତି ଧର୍ମେନ୍ଦ୍ର, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ହିଂସା ପାଇଁ ଉସୁକାଉଛନ୍ତି କେନ୍ଦ୍ର ମନ୍ତ୍ରୀ । ଖୋଲାଖୋଲି ଟିଭି ସାମ୍ବାଦିକାଙ୍କୁ କହୁଛନ୍ତି ମନ୍ତ୍ରୀଙ୍କୁ ଧକ୍କା ମାର । ଏଭଳି ଭିଡିଓ ଦୁଇ ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର…

ଖଡଗେ ରାବଣ କହିବା ପରେ ମୋଦୀ ଦେଲେ ଜବାବ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ରାଲି କରୁଛନ୍ତି। ସେ ଗୁଜରାଟର କାଲୋଲରେ ଏକ ସାଧାରଣ ସଭାରେ ରାଲି କରି ସମ୍ବୋଧନ କରିଥିଲେ। ପ୍ରଧାନମନ୍ତ୍ରୀ…

ଶତ୍ରୁର ଡ୍ରୋନକୁ ଝାମ୍ପିନେବ ଭାରତୀୟ ସେନାର ଚିଲ

ନୂଆଦିଲ୍ଲୀ: ହିମାଳୟର ଆରପାରିରେ ଥିବା ଚୀନର ଡ୍ରୋନ ଭାରତକୁ ବିପଦ । ଏପରି ସ୍ଥିତିରେ ଭାରତୀୟ ସେନା ଶତ୍ରୁର ଡ୍ରୋନକୁ ମୁକାବିଲା କରିବାକୁ ଅଂଟା ଭିଡିଛି। ଏଥିପାଇଁ ଉଚ୍ଚ ଆକାଶରେ ଦଳଗତ ଭାବେ ଉଡୁ ବୁଲୁଖିବା ଇଗଲ ବା ଚିଲକୁ ପ୍ରଶିକ୍ଷଣ ଦେଇଛି ଭାରତୀୟ ସେନା। ଭାରତ ଓ ଆମେରିକା ମଧ୍ୟରେ…

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା, ବନ୍ଧାହେଲେ କଲେଜ ଅଧ୍ୟକ୍ଷଙ୍କ ସହ ଅଧ୍ୟାପକ

ଭବାନୀପାଟଣା: ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ସହ ଅଧ୍ୟାପକ କୃତି ଚନ୍ଦନଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଛି । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ…

କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ‘ଲୀଳାମୟ ନୀଳାଦ୍ରୀଶ’ ଉନ୍ମୋଚିତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ସହ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ତଥ୍ୟ ଓ ତତ୍ତ୍ଵ ଉପରେ ଆଧାରିତ କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ "ଲୀଳାମୟ ନୀଳାଦ୍ରୀଶ" ସିଂହଦ୍ବାର ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି । ସୁନାବେଶ, ଭଜନ ସମାରୋହ, ଶ୍ରୀଜଗନ୍ନାଥ ଧର୍ମ…

ଜି-୨୦ର ଅଧ୍ୟକ୍ଷ ହେବା ପରେ ଭାରତକୁ କ’ଣ ଫାଇଦା ମିଳିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆସନ୍ତା ବର୍ଷ ୯ ଏବଂ ୧୦ ସେପ୍ଟେମ୍ବରରେ ଦେଶରେ ଜି -୨୦ ସମ୍ମିଳନୀ ଆୟୋଜିତ ହେବ। ଗୁରୁବାର ଠାରୁ ଭାରତ ଏହାର ଅଧ୍ୟକ୍ଷତାର ଦାୟିତ୍ୱ ପାଇଛି। ଏହା ସହିତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଭାରତ ୨୦୦ ରୁ ଅଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ସ୍ମିଥ

ଲାହୋର:ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟ ଖେଳାଳି ଷ୍ଟିଭ ସ୍ମିଥ ଶତକ ହାସଲରେ ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ସ୍ମିଥ ତାଙ୍କ କ୍ୟାରିୟରର ୨୯ତମ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୮୭ ଟେଷ୍ଟରେ ୧୫୪…

ସାଧା କାଗଜ ଦେଖାଇ କାହିଁକି ଜିନପିଙ୍ଗଙ୍କୁ ବିରୋଧ କରୁଛନ୍ତି ଚୀନବାସୀ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚୀନରେ କରୋନା ଭାଇରସକୁ ନେଇ ସରକାର ଜାରି କରିଥିବା ଲକଡାଉନକୁ ବିରୋଧ କରି ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ କିଛି ଦିନ ହେବ ସାଙ୍ଘାଇ ସମେତ ଅନେକ ସହରର ରାସ୍ତାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ଏହି ଲୋକମାନେ ନିଜ ହାତରେ ଥିବା ଏହି ସାଧା କାଗଜକୁ…

ପାଣି ଭାବି ଡିଜେଲ ପିଇ ଦେଲା ଛୋଟ ଛୁଆ, ତାପରେ…

ବାଲେଶ୍ୱର: ଏକ ଛୋଟ ଛୁଆ ଡିଜେଲକୁ ପାଣି ଭାବି ପିଇଦେବାରୁ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୁଃଖର କଥା ହେଲା ପିଲାଟିର ବୟସ ଦେଢ ବର୍ଷ । ଆଉ ଏହି ଡିଜେଲ ବୋତଲଟି ତାର ବାପା ରଖିଥିଲେ। ପିଲାଟିକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା,…

ସାତ ଦଫା ଦାବି ନେଇ ଧାରଣାରେ ବସିଲେ ଶତାଧିକ ଆଶାକର୍ମୀ

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣାରେ ବସିଛନ୍ତି ଆଶାକର୍ମୀ  । ସାତ ଦଫା ଦାବି ନେଇ ଆଶା କର୍ମୀଙ୍କ ରଣହୁଙ୍କାର । ରାଜ୍ୟ ଆଶାକର୍ମୀ ସଂଘର ଡାକରାରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଆଶାକର୍ମୀ  । ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଆଜି ଧାରଣା ଦେଇଛନ୍ତି ସଂଘର…