ବିବାହ ପରେ ମହିଳା ନିଜକୁ ଅନୁଭବ କଲେ ଲେସବିୟାନ୍ : ପୂର୍ବତନ ସ୍ୱାମୀଙ୍କଠାରୁ ଗର୍ଲଫ୍ରେଣ୍ଡକୁ କରାଇଲେ ଗର୍ଭବତୀ
ଫ୍ଲୋରିଡା: ପ୍ରେମ ହେଉଛି ଏକ ଅନୁଭବ ଯାହା ଯେ କୌଣସି ସ୍ଥାନରେ ହୋଇପାରେ । ଆଜିକାଲି ସମଲିଙ୍ଗୀ ଏବଂ ଲେସ୍ବିୟାନ୍ ସମ୍ପର୍କ ମଧ୍ୟ ସ୍ୱୀକୃତି ପାଇବାରେ ଲାଗିଛି । ଅନେକ ଦେଶରେ ଏହି ସମ୍ପର୍କକୁ ଆଇନଗତ ସ୍ୱୀକୃତି ମଧ୍ୟ ମିଳିଛି । କିନ୍ତୁ ଏବେ ବି ଅନେକ ଦେଶ ଏହାକୁ ବିରୋଧ କରି ଆସୁଛନ୍ତି ।…