ବିବାହ କରିବେ ଋତୁରାଜ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳି ନ ପାରନ୍ତି
ନୂଆଦିଲ୍ଲୀ:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଖେଳି ନ ପାରନ୍ତି ଋତୁରାଜ ଗାଏକ୍ୱାଡ । ଜୁନ ୭ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ହେବ । ଋତୁରାଜଙ୍କ ବାହାଘର ସେହି ସମୟରେ ହେଉଥିବାରୁ ସେ ଏଥିନେଇ ବିସିସିଆଇକୁ ଛୁଟି ମାଗିଥିଲେ । ଜୁନ ୫ରେ ଭାରତୀୟ ଟିମ ସହିତ ଯୋଗ…