Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦାମୃତ ପାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାରଦ ପରି ମନ ଯାର ତାହାକୁ କଲେ ବି ପ୍ରହାର ତାହାର ହୁଏନାହିଁ କ୍ଷତି ବଦଳିପାରେ ସେହି ବ୍ୟକ୍ତି ମନର ସ୍ଥିତିସ୍ଥାପକତା ଯୋଗାଏ ତାକୁ ନିରାପତ୍ତା ଅକ୍ଷୁଣ୍ଣ ରହେ ତା'ର ସତ୍ତା ପାଏନି କେବେ ମନୋବ୍ୟଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ କୁକୁର ପ୍ରବେଶ ଜନିତ ରୀତିନୀତି ବିଭ୍ରାଟକୁ ଦୂର କରିବା ପାଇଁ ମା କୁତ୍ତାମ ଚଣ୍ଡୀଙ୍କ ପ୍ରତିଷ୍ଠା ଓ ତାନ୍ତ୍ରିକ ତଥା ବୈଷ୍ଣବମାନଙ୍କ ମତଭେଦ କlରଣରୁ…

ମେକ୍ସିକୋରେ ଜନ୍ମ ହେଲା ଲାଙ୍ଗୁଡ ଥିବା ଶିଶୁ କନ୍ୟା

ମେକ୍ସିକୋ ସିଟି: ମେକ୍ସିକୋ ସିଟିରେ ମେଡିକାଲ ସାଇନ୍ସର ଏକ ଦୁର୍ଲଭ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଏକ ଶିଶୁ କନ୍ୟା ଜନ୍ମ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏହି ସୁସ୍ଥ ଶିଶୁ କନ୍ୟାର ୫.୭ ସେଂଟିମିଟର ଲମ୍ବର ଏକ ଲାଙ୍ଗୁଡ ଥିଲା । ଏହାର ବ୍ୟାସ ୩ରୁ ୫ ମିିଲିମିଟର…

କିଟକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟକୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ…

ବ୍ରହ୍ମପୁରରେ ‘ପ୍ରତିକ୍ଷା’ ଟିମ୍‌

ବ୍ରହ୍ମପୁର: ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆସନ୍ତା ଡିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିପାଇଁ ରାଜ୍ୟର ଅନେକ ପ୍ରମୁଖ ଅଞ୍ଚଳରେ ‘ପ୍ରତୀକ୍ଷା’ ଟିମ ଦ୍ବାରା ଜୋରସୋରରେ ପ୍ରମୋସନ କାର୍ଯ୍ୟ…

ମୃତ ମଣିଷ ଜୀବିତ ହେବେ !

ବିଜ୍ଞାନର ଦ୍ରୁତ ବିକାଶ ମନୁଷ୍ୟକୁ ବୋଧହୁଏ ଅତ୍ୟଧିକ ଆତ୍ମବିଶ୍ୱାସୀ କରିଦେଇଛି । ଏଥିପାଇଁ ପ୍ରକୃତିକୁ ଚ୍ୟାଲେଞ୍ଜ ଦେବାରେ ମଧ୍ୟ ସେମାନେ ପଛଘୁଂଚା ଦେଉ ନାହାନ୍ତି । ଏବେ ମୃତ୍ୟୁ ମଣିଷକୁ ଜୀବିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ପ୍ରିୟଜନଙ୍କ ମୃତ୍ୟୁ ପରେ ଶବର ଅନ୍ତ୍ୟେଷ୍ଟି…

ଡିସେମ୍ବର ୨୦ ଯାଏ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଲୋୟର ପିଏମଜିରୁ ହଟିବେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ । ଡିସେମ୍ବର ୨୦ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ପାଇଁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ଆନ୍ଦୋଳନ ସ୍ଥଗିତ ନେଇ ସଂଘ ନିଷ୍ପତ୍ତି ନେଇଛି । ୨୭ ତାରିଖ…

ବିବେକ ନିର୍ମାଣ କରିବେ ଦି କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ଗୋଆରେ ଅର୍ଗାନାଇଜ ଆଇଏଫଏଫଆଇ ୨୦୨୨ର ଇଭେଂଟରେ ସାମିଲ ହୋଇଥିବା ଇସ୍ରାଏଲ ଜୁରୀ ଏହି ଫିଲ୍ମକୁ ଭଲଗାର ଓ ପ୍ରୋପାଗଣ୍ଡା ବୋଲି କହିଥିଲେ । ଯାହାକୁ ନେଇ ବିବେକ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସେ କହିଥିଲେ…

ପୁଣି ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି

କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ସୁଦ୍ଧା HSRP ଲଗାଇବାକୁ ନିର୍ଦ୍ଦେଶନାମା ଥିଲା । ଏବେ ଅବଧି ଏକ ମାସ ବୃଦ୍ଧି ପରେ ଗାଡ଼ି ପଞ୍ଜିକରଣ…