ପଡିଆକୁ ଫେରିବା ସୂଚନା ଦେଲେ ବୁମରାହ
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ପଡିଆକୁ ଫେରିବା ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ବୋଲିଂ ସ୍ପାଇକ୍ସର ଫଟୋ ଶେୟାର କରିବା ସହ ତଳେ ଲେଖିଛନ୍ତି ପ୍ରିୟ ବନ୍ଧୁ, ଆମେ ପୁଣି ଦେଖା ହେବା । ବୁମରାହ ପ୍ରଶଂସକମାନେ ଏ ନେଇ ବେଶ ଉତ୍ସାହିତ ହୋଇ ପଡିଛନ୍ତି ।…