ଅର୍ଚ୍ଚନା ନାଗ ମାମଲା: ଇଡ଼ି ଅଧିକାରୀ କ’ଣ ପ୍ରଶ୍ନ କଲେ, କହିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ
ଭୁବନେଶ୍ୱର: ଦୀର୍ଘ ୧୨ ଘଣ୍ଟା ଇଡି ଜେରାର ସାମ୍ନା କରିବା ପରେ ବାହାରିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି କେଉଁ ସବୁ ପ୍ରଶ୍ନ କରିଥିଲା ସେ ନେଇ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ସିନେ ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ବାଇଁ। ଆଜି ସକାଳେ ସେ ଇଡିର ସମନ ଅନୁଯାୟୀ ହାଜର ହୋଇ ପକ୍ଷ…