Latest Odisha News

BREAKING NEWS

ଆସନ୍ତା ୧୯ରେ କଂଗ୍ରେସ ଘେରିବ ଗ୍ରୀଡକୋ କାର୍ଯ୍ୟାଳୟ

ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି ଓ ବିଦ୍ୟୁତ୍ କାଟକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଉଭୟ ବିଜେଡି, ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି, ବିଜେପି ଓ ବିଜେଡି ଉଭୟ ଦଳ…

ଲିଙ୍କଡିନକୁ ଟକ୍କର ଦେବ ଟ୍ୱିଟର, ଆଣୁଛି ଜବ ପୋଷ୍ଟ ଫିଚର

ଓଡି଼ଶା ସମ୍ବାଦ ବ୍ୟୁରୋ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଲୋକେ ନିଜର ବିଚାର ସେୟାର କରୁଥିଲେ। କିନ୍ତୁ ଏବେ ଖୁବଶୀଘ୍ର ଟ୍ୱିଟର ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛି। ଆଗାମୀ ଦିନରେ ଟ୍ୱିଟର ଚାକିରି ଖୋଜିବାର ଏକ ନୂତନ ମାଧ୍ୟମ ହେବାକୁ ଯାଉଛି। ଏଲୋନ୍ ମସ୍କ ଟ୍ୱିଟର ଦାୟିତ୍ ଗ୍ରହଣ…

ଆସୁଛି ବାତ୍ୟା ବିପର୍ଯ୍ୟୟ: ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୪୦ ହଜାରରୁ ଉର୍ଦ୍ଧ୍ୱ ସ୍ଥାନାନ୍ତର

ଗାନ୍ଧୀନଗର: ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ଥାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ଏହି ଘୂର୍ଣ୍ଣିବାତ୍ୟା ପୋରବନ୍ଦରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର…

ଗ୍ୟାସ୍ ଦରକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର: ଗ୍ୟାସ୍ ସହ ଅନ୍ୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ରାଜଧାନୀରେ ବିଜୁ ଜନତା ଦଳ ପ୍ରତିବାଦ କରିଛି । ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହ ଶତାଧିକ ନେତା ଓ କର୍ମୀ ଚୂଲିରେ ପ୍ରତିବାଦ ସ୍ଥଳରେ ରୋଷେଇ କରିଛନ୍ତି । ରାଜଭବନ ସମ୍ମୁଖରେ ଦରଦାମ ବୃଦ୍ଧିକୁ ନେଇ…

ଗେମିଂ ଆପ୍ ଜରିଆରେ ବାର୍ତ୍ତାଳାପ କରୁଥିବା ଯୁବକର ପାକିସ୍ତାନ ଲିଙ୍କ୍

ଓଡି଼ଶା ସମ୍ବାଦ ବ୍ୟୁରୋ: ଗେମିଂ ଆପ୍ ଜରିଆରେ ବାର୍ତ୍ତାଳାପ କରିବା ମାମଲାରେ ଗାଜିୟାବାଦ ପୋଲିସ ବୁଧବାର ଏଟିଏସ ଏବଂ କେନ୍ଦ୍ରୀୟ ଏଜେନ୍ସି ସହ ମିଶି ଅଭିଯୁକ୍ତ ଶାହନାୱାଜକୁ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ଏହି ତଦନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।…

ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟ ସଭା ସାଂସଦ । ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ  ଓ କିଛି ବିଧାୟକଙ୍କୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ବିଜେପି କହିଥିବା ଜାତୀୟ ଗଣମାଧ୍ୟମ…

ପୁଣି ଅଶାନ୍ତ ମଣିପୁର, ଅଧରାତିରେ ଗୁଳିମାଡ଼ରେ ୯ ଜଣଙ୍କ ମୃତ୍ୟୁ

ଇମ୍ଫାଲ୍: ଅଧରାତିରେ ଗୁଳିମାଡ଼, ୯ ଜଣଙ୍କ ମୃତ୍ୟୁ । ଜଣେ ମହିଳାଙ୍କ ସମେତ ଗୁଳିମାଡ଼ରେ ମଣିପୁରରେ ଆଖି ବୁଜିଛନ୍ତି ୯ ଜଣ । ସେନାର ସୂଚନା ଅନୁସାରେ, ଖାମେନଲୋକ ଅଞ୍ଚଳରି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ମାସେ ହେଲା ଜଳୁଥିବା ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ…

ଜୁନ୍ ୨୧ ରେ ଜାତିସଂଘ ସଚିବାଳୟରେ ଯୋଗ ଅଧିବେଶନର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁନ୍ ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସଚିବାଳୟରେ ଆୟୋଜିତ ଯୋଗ ଅଧିବେଶନର ନେତୃତ୍ୱ ନେବେ। ଭାରତରେ ମିଳିତ ଜାତିସଂଘର ରେସିଡେଣ୍ଟ ସଂଯୋଜକ ଶମ୍ବି ଶାର୍ପ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ମିଳିତ…

ଜମୁଛି ରଜ ପର୍ବର ଆସର: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରଜ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତ ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇ ଲେଖିଛନ୍ତି…

ଖାଲି ଦିନ ନୁହେଁ ପଶ୍ଚିମ ଓଡ଼ିଶାରେ ରାତି ବି ତତଲା

ଭୁବନେଶ୍ୱର: ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆଗାମୀ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଦିନରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ରାତି ବି ତାତିରେ ଜଳୁଛି ।…