ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୮ ଜଣଙ୍କୁ ବାନ୍ଧିଲା ପୋଲିସ
କାମାକ୍ଷାନଗର(ହରେକୃଷ୍ଣ ରାଉତ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୮ ଜଣଙ୍କୁ ଗିରଫ କରିଛି କାମକ୍ଷାନଗର ପୋଲିସ । ୨୪ ଘଣ୍ଟା ନପୁରୁଣୁ ଆକ୍ସନର ରିଆକ୍ସନ ଦେଖାଇଛି କାମାକ୍ଷାନଗର ପୋଲିସ । କାମାକ୍ଷାନଗର,…