ସ୍ପେନ ସେନସେଶନ ଆଲକାରାଜ ସାଜିଲେ ନୂତନ ଜେନେରେଶନର ଷ୍ଟାର
ଲଣ୍ଡନ: ଫିଟନେସ, ଫର୍ମ, ଦକ୍ଷତା ଓ ସ୍ପିଡ ଆଗରେ ହାର ମାନିଲା ଅଭିଜ୍ଞତା । ୱିମ୍ବେଲଡନ ଟେନିସ ଫାଇନାଲରେ ସ୍ପେନର କାର୍ଲୋସ ଆଲକାରଜର ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ପରାସ୍ତ କରି ଏହା ପ୍ରମାଣିତ କରିଛନ୍ତି । ଜୋକୋଭିଚଙ୍କ ସମତେ ସାରା ଷ୍ଟାଡିୟମ ତାଙ୍କ ପ୍ରଦର୍ଶନରେ ଆଶ୍ଚର୍ଯ୍ୟଚକିତ ହୋଇ…