Latest Odisha News

BREAKING NEWS

ଭୁବନେଶ୍ୱର ସମେତ ୬ଟି ଏମ୍ସରେ ପେନସନଭୋଗୀ ଏବଂ ଚାକିରିଆ ପାଇବେ କ୍ୟାସଲେସ ଚିକିତ୍ସା ସେବା

ନୂଆଦିଲ୍ଲୀ: ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ଥିବା ୬ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ…

ବଦଳିଲା ‘ଟାଇମ୍ସ ଅଫ୍ ଇଣ୍ଡିଆ’ ଏବଂ ‘ଟାଇମ୍ସ ନାଓ’ ଚ୍ୟାନେଲର ମାଲିକାନା, ଜାଣନ୍ତୁ ନୂଆ…

ମୁମ୍ବାଇ: ଦେଶରେ ବହୁଳ ପ୍ରସାରିତ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ଇଂରାଜି ନ୍ୟୁଜ ଚ୍ୟାନେଲ ଟାଇମ୍ସ ନାଓର ମାଲିକାନା ବଦଳିଛି। ଯାହା ଟାଇମ୍ସ ଗ୍ରୁପ ଦ୍ବାରା ପରିଚାଳିତ ହେଉଥିଲା। ଦୀର୍ଘ ଦିନ ହେବ ସାହୁ ଜୈନ ପରିବାରର ପାରିବାରିକ ବ୍ୟବସାୟ (ଟାଇମ୍ସ ଗ୍ରୁପ)କୁ  ନେଇ ଯେଉଁ ବିବାଦ…

ଦାରିଙ୍ଗବାଡିର ସୁପର ମା ; ପୁଅ ଠାରୁ ଅଧିକ ନମ୍ବର ରଖି ମାଟ୍ରିକ ପାସ୍ କଲେ ମା

ବାଲିଗୁଡ଼ା : ବିଫଳତା ହେଉଛି ସଫଳତାର ଚାବିକାଠି । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳର ସୁପର ମା ସୁଜାତା । ୪୭ ବର୍ଷ ବୟସରେ ପୁଅ ସହ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି ସୁଜାତା । ଆଉ ସମାଜକୁ ଦେଇଛନ୍ତି ଏକ ପ୍ରେରଣା । ଏଭଳି ଏକ ଭିନ୍ନ ଘଟଣା କନ୍ଧମାଳ ଜିଲ୍ଲା…

ଦିଲ୍ଲୀ ଲଢ଼େଇ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନୂତନ ଅଧ୍ୟାଦେଶ ଜାରୀ କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଲ୍ଲୀର କ୍ଷମତା କାହା ହାତରେ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଓ ଏଲଜିଙ୍କ ମଧ୍ୟରେ ଲଢ଼େଇ ଜାରୀ ରହିଛି । କିଛି ଦିନ ତଳେ ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ବଦଳି ଘଟଣା ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚିତ ସରକାରଙ୍କ ପାଖରେ ଏହି କ୍ଷମତା…

୧୨ ମାସ ହେବ ଅର୍ଥ ନ ପାଇବାରୁ କୋଚ ପଦରୁ ଇସ୍ତଫା ଦେଲେ ସିଗଫ୍ରିଡ

ଲାହୋର: ପାକିସ୍ତାନ ହକି ଟିମର କୋଚ ସିଗଫ୍ରିଡ ଏକମ୍ୟାନ ଶନିବାର କୋଚ ପଦରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ୧ ବର୍ଷ ହେବ ନେଦରଲାଣ୍ଡର ଏହି କୋଚଜଣଙ୍କ ଟଙ୍କାଟିଏ ପାରିଶ୍ରମିକ ନ ପାଇବାରୁ ଅସନ୍ତୁଷ୍ଟ ହୋଇ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ସେ ପାକିସ୍ତାନରୁ ଫେରି ଆସିଥିଲେ ମଧ୍ୟ କୋଚ ପଦରୁ…

ଚାଲୁଥିବା ବେଳେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌  

ରାଉରକେଲା : ମୋ ବସ୍‌ରେ ଲାଗିଲା ନିଆଁ । କ୍ଷଣକେ ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ମୋ ବସ୍‌ଟି ଚାଲୁଥିବା ବେଳେ ଅକସ୍ମାତ୍‌ ଲାଗିଗଲା ନିଆଁ । ରାଉଲକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଏଭଳି ଭୟଙ୍କର ଦୃଶ୍ୟ…

କର୍ଣ୍ଣାଟକରେ କଂଗ୍ରେସ ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମୈୟା

ବେଙ୍ଗାଲୁରୁ : ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସିଦ୍ଦରମୈୟା । ଶପଥ ସମାରୋହ ପାଇଁ ଆୟୋଜିତ ହୋଇଛି ମେଗା ଇଭେଣ୍ଟ । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଆୟୋଜିତ ହୋଇଛି ଭବ୍ୟ ସମାରୋହ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ…

ସାବିତ୍ରୀ ବ୍ରତ କରିବା ବେଳେ ଦେହରେ ଲାଗିଗଲା ନିଆଁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : ସାବିତ୍ରୀ ବତ୍ରରେ ସ୍ୱାମୀର ଦୀର୍ଘାୟୁ କାମନା କରି ପୂଜା କରୁଥିବା ବେଳେ ବିପଦ ମୁଖରେ ପଡ଼ିଲେ ମହିଳା । ସାମାନ୍ୟ ଅସାବଧାନତା କାରଣରୁ ଦୀପରୁ ଦେହରେ ଲାଗିଗଲା ନିଆଁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ । ଗତକାଲି ସାବିତ୍ରୀ ବତ୍ରରେ ବଡ଼ ଅଘଟଣ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କିନ୍ତୁ ସିଡ଼୍ ଆଗତୁରା କହି ପକେଇଲା, “ଆଚ୍ଛା, ଆଚ୍ଛା, ଏଇ କଥା । ଆଜି ସକାଳେ କ୍ରୁଜ୍ ଯେଉଁ ଝଟ୍‌କା ଦେଲା, ମନେ ଅଛି? ଠିକ୍ ସେତିକି ବେଳେ ଇସ୍ତ୍ରୀ ହୋଇ ଆସିଥିବା ଡ୍ରେସ୍‌ତକ ରୋହାନ୍ ଧରି ଛିଡ଼ା ହୋଇଥିଲା ।…

ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ, ବିଭିନ୍ନ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

ପୁରୀ : ଆଜି ବସିବ ଛତିଶାନିଯୋଗ ବୈଠକ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଛତିଶାନିଯୋଗ ବୈଠକ…