Latest Odisha News

BREAKING NEWS

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ରାଜସ୍ଥାନ ସମ୍ମୁଖରେ ୧୮୮ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ଧର୍ମଶାଳା: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଚଳିତ ଆଇପିଏଲରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୮୮ ରନର ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଟସ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୫୦…

୪୦ ଉପରେ ୧୮ ସହର, ୫ ଦିନ ଯାଏ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆଜି ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଜି ବଲାଙ୍ଗିରରେ ରାଜ୍ୟର ସର୍ବୋଚ୍ଚ ଦିନ…

ଏମିତି ଚାକରି ବର୍ଷକୁ ୨ କୋଟି ଦରମା, ହେଲେ ମିଳୁ ନାହାନ୍ତି ଲୋକ

ଚୀନ୍‌: ଆମ ଦେଶରେ ବେକାରୀ ସମସ୍ୟା ଏତେ ଅଧିକ ଯେ, ଲୋକମାନେ ଚାକିରି କରି ଟଙ୍କା ରୋଜଗାର ପାଇଁ ଯେ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ । ଏପରି ଏକ ଚାକିରୀ ଅଛି, ଯାହା ୨ କୋଟି ଟଙ୍କା ପ୍ରଦାନ କରୁଛି, କିନ୍ତୁ ଏହାକୁ କରିବାକୁ କେହି ରାଜି ହେଉନାହାନ୍ତି । ସବୁଠୁ ବଡ଼କଥା, ଏହି ଚାକିରି ପାଇଁ…

ଦେଶୀ ଷ୍ଟେଜରୁ ସିଧା କାନ୍ସର ରେଡ କାର୍ପେଟରେ ପହଞ୍ଚିଲେ ସ୍ୱପ୍ନା, ୩୦ କିଲୋ ଓଜନର ପିନ୍ଧିଲେ ଗାଉନ

ମୁମ୍ବାଇ: ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକରୁ ଅଧିକ ବଲିଉଡ ଅଭିନେତ୍ରୀଙ୍କ ଡେବ୍ୟୁ ଦେଖିବାକୁ ମିଳୁଛି । ବଲିଉଡ଼ର ଅଭିନେତ୍ରୀ ସାରା ଅଲି ଖାନ, ମନୁଷୀ ଚିଲାର ଡେବ୍ୟୁ କରିଛନ୍ତି । ବଲିଉଡ ଅଭିନେତ୍ରୀଙ୍କ ପରେ ଆଉ ଜଣେ କଳାକାରଙ୍କ ଡେବ୍ୟୁ ଦେଖିବାକୁ ମିଳିଛି । ସେ ହେଉଛନ୍ତି ହରିୟାଣାର…

ଏଏଫସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ: ଗ୍ରୁପ ସିରେ ଭାରତ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ହେବାକୁ ଥିବା ଏଏଫସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ ୨ର ଡ୍ର ଶୁକ୍ରବାର ଘୋଷଣା କରାଯାଇଛି । ଭାରତ ଗ୍ରୁପ ସି’ରେ ସ୍ଥାନ ପାଇଛି । ଜାପାନ, ଭିଏତନାମ ଓ ଉଜବେକିସ୍ତାନ ପରି ଶକ୍ତିଶାଳୀ ଟିମ ସହିତ ଭାରତ ସ୍ଥାନ ପାଇଛି । ଭାରତର ର‌୍ୟାଙ୍କିଙ୍ଗ ୬୧ ଥିବା…

ଆସନ୍ତୁ ଜାଣିବା ୧୮ନମ୍ବର ସହ କୋହଲିଙ୍କ କଣ ରହିଛି ଖାସ ସମ୍ପର୍କ

ବାଙ୍ଗାଲୋର: ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୧୮ ନମ୍ବର ସହ ଏକ ଖାସ ସମ୍ପର୍କ ରହିଛି । ଏହି ନମ୍ବର ତାଙ୍କ ପାଇଁ ସର୍ବଦା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ଏପରିକି ହାଇଦ୍ରାବାଦ ବିପକ୍ଷରେ ସେ ୧୮ ତାରିଖରେ ଶତକ ମାରିଛନ୍ତି । ଏଥିସହ ଆଇପିଏଲରେ ସର୍ବାଧିକ ଶତକ ରେକର୍ଡ ମଧ୍ୟ ନିଜ…

ବେନାମୀ ସିମ୍ କାର୍ଡ ଯୋଗୁ ବଢ଼ୁଛି ସାଇବର ଅପରାଧ, ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ସାଇବର ଠକାମି ବଢ଼ୁଥିବା ବେଳେ ଏହାର ମୂଳ କାରଣ ହେଉଛି ବେନାମୀ ବା ଫ୍ରି-ଆକ୍ଟିଭେଟେଡ୍ ସିମ୍ । ଯାହାକୁ ନେଇ ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହ କ୍ରାଇବ୍ରାଞ୍ଚ ଓ ସାଇବର କ୍ରାଇମ୍ ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ତଥ୍ୟ ଅନୁସାରେ…

କୁମ୍ଭୀର ରକ୍ତ ପିଅନ୍ତି ବ୍ୟବସାୟୀ, ଚଢା ଦରରେ ବିକ୍ରି ହୁଏ ଏହି ରକ୍ତ

ଥାଇଲାଣ୍ଡ: ବଲିଉଡ ଅଭିନେତା ଅନିଲ କପୁର ଯୁବକ ରହିବାକୁ ସାପ ରକ୍ତ ପିଉଛନ୍ତି ବୋଲି କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏଥିରେ କେତେ ସତ୍ୟତା ଅଛି ଜଣାନାହିଁ । କିନ୍ତୁ ଥାଇଲ୍ୟାଣ୍ଡର ଜଣେ ବ୍ୟବସାୟୀ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଦୁଇଥର କୁମ୍ଭୀର ରକ୍ତ…

ଫ୍ରେଂଚ ଓପନ ଖେଳିବେନି ନାଡାଲ, ଅବସର ନେଇ ଦେଲେ ସୂଚନା

ନୂଆଦିଲ୍ଲୀ: ୨୦୨୩ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଷ୍ଟାର ଖେଳାଳି ରାଫେଲ ନାଡାଲ ଖେଳିବେ ନାହିଁ । ସ୍ପେନର ନାଡାଲ ସର୍ବାଧିକ ୧୪ ଥର ଫ୍ରେଂଚ ଓପନ ଟାଇଟଲ ହାସଲ କରିଛନ୍ତି । ୨୦୦୫ରେ ପଦାର୍ପଣ କରିବା ପରଠାରୁ ସେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ ନାହିଁ । ଆଘାତ…

ଗେହଲଟଙ୍କ ପ୍ରତିଆକ୍ରମଣ, ଫସିଯିବେ ପାଇଲଟ !

ଭୁବନେଶ୍ୱର: ଗେହଲଟଙ୍କ ବିରୋଧରେ ଲଗାତର ଲଢେଇ ଜାରି ରଖିଥିବା ସଚିନ ପାଇଲଟ ଏବେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ରାଜସ୍ଥାନ ଶିରୋହୀର ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ କୁହାଯାଉଥିବା ସନ୍ୟମ ଲୋଧା ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ବିଜେପିର ଦୁର୍ନୀତି ବିରୋଧରେ ରାଜସ୍ଥାନ…