କବିତା : ନାରୀ
ବିଳାସିନୀ ପୃଷ୍ଟି
ନାରୀ ତୁ ସଂସାରେ ବନ୍ଦନୀୟା ବୋଲି
ଧରିତ୍ରୀ ରୁପେ ତୋ ନାଁଆ
ଅଭୟ ଦାୟିନୀ ମଙ୍ଗଳା ବୋଲାଉ
ଦୟାମୟୀ ହୋଇ ମାଆ।
କ୍ରୋଧ ବେଳେ ତୁହି ସଂହାର କାରିଣୀ
ନିସ୍ତାର ନ ପାନ୍ତି କେହି
ବସୁଧା ରୂପରେ କରୁ ତୁ ପାଳନ
କେତେ ବାଧା ବିଘ୍ନ ସହି।
ଜାୟା ଓ ଜନନୀ ଭଗିନୀ ରୂପରେ…