ମୁମ୍ବାଇରେ ହୋଟେଲ ନିର୍ମାଣ କରିବେ ସଲମାନ
ମୁମ୍ବାଇ: ବଲିଉଡ଼ର ଅଭିନେତା ଅଭିନେତ୍ରୀମାନେ ମୁମ୍ବାଇରେ ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ଆପାର୍ଟମେଣ୍ଟ କିଣୁଛନ୍ତି । ଏବେ ବଲିଉଡ଼ର ଭାଇଜାନ ତଥା ସଲମାନ ଖାନ୍ ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଟର ରୋଡ଼ରେ ଏକ ହୋଟେଲ ଖୋଲିବାକୁ ଯାଉଛନ୍ତି । ସେଥିଲାଗି ସେ ଏକ ପ୍ଲଟ ବି କିଣି ସାରିଛନ୍ତି ।…