ଦରମା ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଲେ ଅମଲା କର୍ମଚାରୀ
ଆର. ଉଦୟଗିରି: ଯୋଗ୍ୟତା ହାରରେ ଦରମା ଦିଅ । ଏମିତି ଦାବି ନେଇ ଗଜପତି ଜିଲ୍ଲା ଆର.ଉଦୟଗିରି ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଗତ ଗୁରୁବାରଠାରୁ ଏମିତି କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ବସିଛନ୍ତି ଅମଲା କର୍ମଚାରୀ । ଏମାନେ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳଯାଏ …