ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ଲକ୍ଷ୍ୟ ସେନ, କିରଣ କ୍ୱାର୍ଟରରେ, ସାଇନା ବିଦା
ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ, କିରଣ ଜର୍ଜ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ଲକ୍ଷ୍ୟ ୨୧-୧୭, ୨୧-୧୫ରେ ଚୀନର ଲି ଶିଫେଙ୍ଗଙ୍କୁ ଓ କିରଣ ମାଲେସିଆ ମାଷ୍ଟର୍ସ ଫାଇନାଲିଷ୍ଟ ୱେଙ୍ଗ…