ମଦ ନିଶାରେ ବାପାକୁ ଚିହ୍ନିଲାନି ପୁଅ; ଟାଙ୍ଗିଆରେ ହାଣି ଜୀବନ ନେଇଗଲା
ପୁରୀ: ଅନ୍ଧ କରିଦେଲା ମଦ ନିଶା । ପୁଅ ଚିହ୍ନି ପାରିଲାନି ବାପାକୁ । ଭଲ ଲାଗିଲାନି ବାପାର ଅନୁଶାସନ । ଧାରୁଆ ଟାଙ୍ଗିଆରେ ହାଣି ନେଇଗଲା ବାପାର ଜୀବନ । ଏମିତି ବର୍ବର ଘଟଣା ଗତକାଲି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ । ପିପିଲି ଥାନା ସାନକଣ୍ଟି ଗ୍ରାମରେ ପୁଅର କୁରାଢ଼ି…