ରାସ୍ତାରେ ଫାଟିଗଲା ଆମ୍ବୁଲାନ୍ସ ଟାୟାର, ଚିକିତ୍ସା ନପାଇ ପ୍ରାଣ ହରାଇଲା ରୋଗୀ
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଭବାନୀପାଟଣା ଯାଉଥିବା ୧୦୮ ଆମ୍ବୁଲାନ୍ସର ଟାୟାର ଜୁନାଗଡ଼ ନିକଟସ୍ଥ ହାତୀ ନଦୀ ପୋଲ ଉପରେ ଫାଟି ହୋଇଯିବାରୁ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଖାଲି ସେତିକି ନୁହେଁ, ଟାୟାରଟି ଫାଟିବା ପୂର୍ବରୁ ଗାଡିରେ ଥିବା ଅନ୍ୟ ଏକ ଟାୟାର ଲିକ ଥିବା…