କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ: ଏହି ଜିଲ୍ଲାରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ
ମାଲକାନଗିରି: ଦୁର୍ଗମ ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା । ଗରିବ ଆଦିବାସୀ ରୋଗରେ ପଡିଲେ ଖର୍ଚ୍ଚକୁ ଡରି ଚିକିତ୍ସା କରୁନାହାନ୍ତି । ବିଶେଷ କରି କର୍କଟ ପରି ଦୁରାରୋଗ୍ୟ ରୋଗ ହେଲେ କେବଳ ଭଗବାନଙ୍କ ଭରସାରେ ହିଁ ବଞ୍ଚୁଛନ୍ତି । ଏପରି ସ୍ଥିତିରେ …