୩୩ ବର୍ଷ ପରେ ପରଦାକୁ ଫେରିବେ ରାମାୟଣର ସୀତା
ମୁମ୍ବାଇ : ଦୀର୍ଘ ୩୩ ବର୍ଷ ପରେ ଛୋଟ ପରଦାକୁ ଫେରୁଛନ୍ତି ରାମାୟଣର ସୀତା ତଥା ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଦୀପିକା ଚିଖାଲିୟା । ସାଧାରଣତଃ ତାଙ୍କ ନାଁ ଆସିଲେ ରାମାୟଣର ସୀତାଙ୍କ କଥା ମନକୁ ଆସେ । ରାମାୟଣରେ ଦୀପିକା ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ…