ନାବାଳିକାଙ୍କ ମୃତ୍ୟୁ ପରେ ନିଦ ଭାଙ୍ଗିଲା ସିଏମସିର, ନିର୍ମାଣସ୍ଥଳରେ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ
କଟକ: ନିଦ ଭାଙ୍ଗିଲା ସିଏମସିର। ନାବାଳିକାଙ୍କର ମୃତ୍ୟୁ ପରେ ଆଖି ଖୋଲିଛି କଟକ ମହନଗର ନିଗମ ଏବଂ ମେୟର ସୁବାସ ସିଂଙ୍କର। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ବୃଦ୍ଧି ପାଉଥିବା ଦେଖି ମେୟର ସୁବାସ ସିଂହ ତତ୍ପରତା ପ୍ରକାଶ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପ୍ରୟାସ କରିବା…