Latest Odisha News

BREAKING NEWS

୪ଦିନିଆ ଫ୍ରାନ୍ସ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ : ଫ୍ରାନ୍ସକୁ ୪ଦିନିଆ ଗସ୍ତରେ  ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ୱନ୍ଧକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସେ ଫ୍ରାନ୍ସ ଯାଇଛନ୍ତି । ସେଠାରେ ସେ ୧୭ ତାରିଖ ଯାଏଁ ରହିବେ । ଫ୍ରାନ୍ସର ବରିଷ୍ଠ ସେନା ଅଧିକାରୀଙ୍କ ସହିତ…

ପଦ୍ମପୁର: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଦାଖଲ କରିବେ

ଭୁବନେଶ୍ୱର: ଆଜି ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ୧୨ ତାରିଖରେ ଦଳ ପ୍ରଦୀପଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା । ଆଜି ନାମାଙ୍କନ ଦାଖଲ ନେଇ ଦଳ…

ଆଜିଠୁ ପ୍ରଗତି ମଇଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତୀ ମୈଦାନରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି  ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ବାଣିଜ୍ୟ ମେଳାରେ ଓଡ଼ିଶା ପକ୍ଷରୁ ଏଥିରେ ଦେଖିବାକୁ ମିଳିବ ଓଡିଶାର ବିଭିନ୍ନ ଉତ୍ପାଦନ ତଥା କାରୁକାର୍ଯ୍ୟ। ଭାରତ ସରକାରଙ୍କ ଅଧିନସ୍ଥ ଆଇଟିପିଓ ଦ୍ବାରା ଆୟୋଜିତ ଏହି…

ଆଜି ଶିଶୁ ଦିବସ; ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ୧୩୩ତମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଶିଶୁ ଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ । ଚଳିତବର୍ଷ ପୂରା ଦେଶ ତାଙ୍କର ୧୩୩ତମ ଜୟନ୍ତୀ ପାଳନ କରୁଛି । ଜବାହରଲାଲ ନେହେରୁ ଶିଶୁମାନଙ୍କୁ ଖୁବ ଭଲ ପାଉଥିଲେ । ତେଣୁ ତାଙ୍କୁ ଶିଶୁମାନେ 'ଚାଚା ନେହେରୁ' ଡାକୁଥିଲେ । ଶିଶୁ…

ଚାଚା ନେହେରୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଚାଚା ନେହେରୁଙ୍କ ଜନ୍ମ ଦିବସ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ପଣ୍ଡିତ ଜବାହାରଲାଲ ନେହେରୁ। ତାଙ୍କ ବାପାଙ୍କ ନାମ…

ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ବିଛୁପାଲି – ଝରତରଭା ରେଳ ଲାଇନ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ

ଭୁବନେଶ୍ବର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ 10.65 କିଲୋମିଟର ବିଶିଷ୍ଟ ବ୍ରଡ ଗଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଅଯୁକ୍ତ (CRS) 10 ନଭେମ୍ବର 2022 ରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସ୍ୱୟଂ ସ୍ୱାହା ଯାଅ ଧୁଆଧୋଇ ହୋଇଯାଅ ଆଜି ସ୍ନାକ୍ସ ରେ ବଢ଼ିଆ ଜିନିଷ ମିଶିକି ଖାଇବା ।ସୁରେଖା ଆଡ଼କୁ ଇଙ୍ଗିତ କରି , ଯାହା ଗରମ ଗରମ ବାହରୁଥିବ ଆଣିବୁ,ମାଆଙ୍କ ପାଖରୁ ପଇସା ଆଉ ବ୍ୟାଗ ନେଇ ଜଲ୍ଦି ଯାଆ । ଏତେ ଦିନ ପରେ…

ଜି -20 ଶିଖର ସମ୍ମିଳନୀରେ ଯୋଗଦେବାକୁ ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାଲି ଗସ୍ତ କରିବେ । ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ…

ଭାଷା ଭାଗବତ : ଅତି ଅଧିକ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଦେଶୀ ଶବ୍ଦ ଲେଖା ପାଇଁ ଯୁକ୍ତାକ୍ଷର ଗଢ଼ିବାନାହିଁ ଯଥା ସ୍ଥାନରେ ଅନୁସ୍ବାର କରିବା ବେଶି ବ୍ୟବହାର ଶବ୍ଦର ମଧ୍ୟସ୍ଥିତ ବର୍ଣ କରିଲେ ହଳଂତ ଧାରଣ ସ୍ବଲିପି ହେବ ପରିଚ୍ଛନ୍ନ କରିବା ସରଳ ଲିଖନ ଅତି ଅଧିକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢା ରେ ଅନେକ ଗଣେଶ ମୂର୍ତ୍ତି ବିଦ୍ୟମାନ। କିନ୍ତୁ ବଟ ଗଣେଶ ସବୁଠାରୁ ପ୍ରଧାନ ଓ ପ୍ରଥମ ଗଣେଶ ହିସାବରେ ପରିଗଣିତ ହୁଏ. ବେଢାବୁଲା ର କ୍ରମ ଅନୁସାରେ ଶ୍ରୀ…