Latest Odisha News

BREAKING NEWS

ବିବାହ ନାଁରେ ବଡ଼ବଡ଼ିଆଙ୍କୁ ଲୁଟୁଥିଲେ, ଭୁବନେଶ୍ୱରରୁ କର୍ଣ୍ଣାଟକର ମହିଳାଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ

ଭୁବନେଶ୍ୱର: ବିବାହ ପ୍ରସ୍ତାବ ଦେଇ ମିଳାମିଶା ପରେ ବଡ଼ ବଡ଼ିଆଙ୍କୁ ଲୁଟ୍ । ଫିଲ୍ମର କାହାଣୀ ପରି ଲାଗୁଥିବା ଏ ଘଟଣାର ପ୍ଲଟ ରଚୁଥିଲେ କର୍ଣ୍ଣାଟକର ୪୨ ବର୍ଷୀୟା ମହିଳା ପ୍ରୀତି ଦେଶାଇ । ଭୁବନେଶ୍ୱରରେ ନିଜକୁ ଆଇଟି ପ୍ରଫେସନାଲ୍ ପରିଚୟ ଦେଇ ରହୁଥିଲେ । ଆଉ ବଡ଼ ବଡ଼ିଆଙ୍କୁ ଟାର୍ଗେଟ୍…

୨୦୨୪ରେ ଶ୍ରୀଲଙ୍କାରେ ଆୟୋଜିତ ହେବ ୧୯ ବର୍ଷରୁ କମ ବିଶ୍ୱକପ

କଲମ୍ବୋ: ୨୦୨୪ରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଶ୍ରୀଲଙ୍କାରେ ଆୟୋଜିତ ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୪ରୁ୨୭ ପର୍ଯ୍ୟନ୍ତ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ରେ ମାଲେସିଆ-ଥାଇଲାଣ୍ଡରେ ୧୯ ବର୍ଷରୁ କମ ମହିଳା ବିଶ୍ୱକପ ଏବଂ ୨୦୨୭ରେ…

ଖୁବ ଶୀଘ୍ର ଆରମ୍ଭ ହେବ ଆରଆରଆରର ସିକ୍ୱେଲ

ମାଡ୍ରାସ: ଏସଏସ ରାଜମୌଲୀଙ୍କ ଆରଆରଆର ଦେଶ ବିଦେଶରେ ଧୂମ ମଚେଇବା ସହ ଚମତ୍କାର ବ୍ୟବସାୟ କରିଥିଲା । ଜୁନିୟର ଏନଟିଆର ଓ ରାମଚରଣ ଅଭିନୀତ ଏହି ଫିଲ୍ମର ସିକ୍ୱେଲ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ରାଜମୌଲୀ ଏବେ ଆରଆରଆରକୁ ଓସ୍କାର ଦୌଡରେ ସାମିଲ…

୨ କୋଟିରେ ବିକ୍ରି ହେଉଛି ଗାଁ, ଗାଁରେ ଅଛି ହୋଟେଲଠୁ ସୁଇମିଂ ପୁଲ

ଜାଗା ଖୋଜୁଛନ୍ତି ? ପାଉ ନାହାନ୍ତି କି ? ଏଠି ଗାଁ ବିକ୍ରି ହେଉଛି । ଦାମ ବି ବେଶି ନୁହେଁ । ମାତ୍ର ୨ କୋଟି । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କଥାଟି କିନ୍ତୁ ବିଲକୁଲ ସତ । ଭଲ ଜାଗା ଖଣ୍ଡେ କିଣି ଘର ତିଆରି କରିବା ପାଇଁ ମୋଟା ଅଙ୍କର ଅର୍ଥ ଦରକାର । ହେଲେ  ମାତ୍ର ୨ କୋଟିରେ ଗାଁ…

ପ୍ରଶଂସକଙ୍କ ମନୋଭାବ ସହ ଖେଳୁଛନ୍ତି କି ସାନିଆ-ଶୋଏବ

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ଘଟିବାକୁ ଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ଜୋରସୋରରେ ଖବର ପ୍ରକାଶ ପାଇଛି । ରବିବାର ଉଭୟ ଏକତ୍ର ଏକ ଟକ ଶୋ କରିବାକୁ ଯାଉଛନ୍ତି । ଏହାର ନାମ ଦି ମିର୍ଜା ମଲିକ ଶୋ ରଖାଯାଇଛି । ଏହା…

ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟଥର ପାଇଁ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିଅନ୍

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଧୂଳିସାତ୍ ହୋଇ ଯାଇଛି ପାକିସ୍ତାନର ସ୍ୱପ୍ନ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା ହୋଇଛି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୪୯…

ମିଡ ଡେ ମିଲରେ ପୋକ, ସାର କହିଲେ ଏଥିରେ ଅଛି ଭିଟାମିନ

ପ୍ରତିଦିନ ସ୍କୁଲରେ ଦିଆଯାଉଛି ମିଡ ଡେ ମିଲ । ଭୋକିଲା ପେଟରେ ପିଲା ପାଠ ପଢିବେନି । ସେଥିପାଇଁ ସରକାର କରିଛନ୍ତି ଏମିତି ବ୍ୟବସ୍ଥା । ହେଲେ ପିଲାଙ୍କ ପେଟ ସହ ସବୁବେଳେ ଏମିତି ଖେଳ କାହିଁକି ? କେତେବେଳେ ପାଣିଆ ଡ଼ାଲି ତ ପୋକରା ଚାଉଳର ଭାତ । ମିଡ ଡେ ମିଲକୁ ନେଇ ଏମିତି ଅବ୍ୟବସ୍ଥା ଆମେ…

ମାଛ ଧରିବା ପାଇଁ ବନିଶି ପକାଇଥିଲେ, ପଡ଼ିଲା ବିରଳ ଧଣ୍ଡ ସାପ

ଜଗତସିଂହପୁର : ବିରଳ ଲିୟୁସିଷ୍ଟିକ୍‌ ଧଣ୍ଡ ସାପ ଉଦ୍ଧାର । ଏହି ବିରଳ ସାପଟି ବନିଶିରେ ପଡ଼ିଥିଲା  । ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ କୁଳକଇଜଙ୍ଗା ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ସାପ  । ଖୋକନ ସେଠୀ ବନିଶିରେ ଥୋପ ଗୁନ୍ଥି ରାତିରେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ ।…

ବାବା ରାମଦେବଙ୍କ ପତଞ୍ଜଳିର ୫ଟି ଔଷଧ ଉପରେ ପ୍ରତିବନ୍ଧକ ପରେ ନିର୍ଦ୍ଦେଶ ଫେରାଇ ନେଲା ପ୍ରଶାସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ନେଲେ ୟୁ-ଟର୍ଣ୍ଣ । ବାବା ରାମଦେବଙ୍କ ପତଞ୍ଜଳି ଦିବ୍ୟ ଫାର୍ମାସୀର ୫ଟି ସାମଗ୍ରୀ ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ନେଇଛନ୍ତି । ନଭେମ୍ବର ୯ ତାରିଖରେ ପତଞ୍ଜଳିର ବିପିଗ୍ରିଟ୍, ମଧୁଗ୍ରିଟ୍, ଥାଇରୋଗ୍ରିଟ୍, ଲିପିଡମ୍ ଏବଂ ଆଇଗ୍ରିଟ୍ ଗୋଲ୍ଡ…

ଅଲଗା ହେବା ପୂର୍ବରୁ ବଡ ଘୋଷଣା କଲେ ସାନିଆ-ଶୋଏବ

କରାଚୀ: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଦାମ୍ପତ୍ୟ ଜୀବନରେ ଦେଖାଦେଇଥିବା ଝଡକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବଡ ଘୋଷଣା କରିଛନ୍ତି ସାନିଆ-ଶୋଏବ ।  ଏହି ଘୋଷଣା ପରେ ସାନିଆ-ଶୋଏବ ଏକାଠି ରହିବା  ନେଇ ଫ୍ୟାନ୍ସମାନେ ଆଶାବାଦୀ ହୋଇଛନ୍ତି । ଉଭୟ ଏକ ଟକ୍  ଶୋରେ ଏକାଠି…