Latest Odisha News

BREAKING NEWS

ଆଜିଠୁ ଆରମ୍ଭ ମାଣବସା ଗୁରୁବାର, ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ

ଭୁବନେଶ୍ବର : ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ପାଳନ କରାଯାଉଛି ମାର୍ଗଶିର ମାସ ଗୁରୁବାର । ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କ ପ୍ରିୟ ବାର । ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ମାସର ଏକ ବିଶେଷ ମହତ୍ତ୍ବ ରହିଛି । ଏହି ମାସର ପ୍ରତ୍ୟେକ ଗୁରୁବାରରେ ଘରେ ଘରେ ମା ଲକ୍ଷ୍ମୀଙ୍କର ପବିତ୍ର ମାଣବସା ଓଷା…

ସାତ୍ତ୍ଵିକ ତ୍ୟାଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ନିଷ୍କାମ ଓ ପରୋପକାର ରତ, ବିଷୟ ବାସନା ଓ ସୁଖଭୋଗରେ ଯେ ସମ୍ଭନ୍ଧ ରଖେ ନାହିଁ ସେ ତ୍ୟାଗୀ । କାମ୍ୟକର୍ମ ସବୁକୁ ତ୍ୟାଗ କରିବା ହେଉଛି ସନ୍ୟାସ ଏବଂ ସକଳ କର୍ମର ଫଳତ୍ୟାଗକୁ ‘ତ୍ୟାଗ’ କୁହାଯାଏ । ତ୍ୟାଗ ତିନି ପ୍ରକାର - ସାତ୍ତ୍ଵିକ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା, ଠିକ ଅଛି ମାମ୍ ମୋତେ ଜଣେଇବେ କହି ଫୋନ ରଖିଲା ବେଳକୁ ସମ୍ଭବ ସେପଟୁ ଗର୍ଜନକରି ,"କଣ ହେଲା ଜାତି ନାଇଁ ପାତି ନାଇଁ କିଏ ବୋଲି କିଏ, କହିଲ ବୋଲି ଘରକୁ ନେଇ ଆସିଲି ତା' ବୋଲି ତୁମର ଏତେ ସାହସ ମୋର ବିନା…

ଅନୁବାଦ କବିତା : ବର୍ଷାରେ ଏଇ ସହର

ମୂଳ ରଚନା: ମହାଦେବ ସାହା ଢାକାର ଆକାଶ ଆଜି ମେଘାଛନ୍ନ ମାଧବୀ, ଏବେ ତୁମେ ବାହାରକୁ ଯାଅନାହିଁ ଭିଜିଗଲେ ଏଇ ନିରାନନ୍ଦ ବର୍ଷାରେ ତୁମ ଶରୀର ଅସନା ଲାଗିପାରେ, ଏଇ ବର୍ଷାରେ, ଯଦି କାହା ହୃଦୟରେ ଆକୁଳ କ୍ରନ୍ଦନ, ଶୋକରୁ ତୁହିନ ତରଳି ତରଳି ଯଦି ପାଲଟିବ ବର୍ଷାଜଳ ହୋଇଯିବ ଖୁବ୍…

ଭାଷା ଭାଗବତ : ସ୍ଥଗିତ ରଖୁଁ ଏବେ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତାସକ୍ତ ଆମ ମନ ତେଣୁ ଦିଶେନି ବର୍ତମାନ ଏମିତି ଆଉ କେତେ ଦିନ ଚଳିବ ସ୍ବକୀର୍ତି କଥନ ? ଯାହା ବି ଦେଖଇ ନୟନ ତାହା ତ ନୁହେ ଅନୁମାନ ହେଲେଁ ହେ ସ୍ପଷ୍ଟ ବାସ୍ତବତା ମୋଟେ ଘୂରୁନି ଆମ ମଥା କଳ୍ପଲୋକର ଅଧିବାସୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବେଢାବୁଲା କ୍ରମରେ ଭକ୍ତଟିଏ ଏହାପରେ ବାଇଶି ପାହାଚ ଡେଇଁ ଭିତର ବେଢାରେ ପହଞ୍ଚେ। ଅବଶ୍ୟ ତା ପୂର୍ବରୁ ରୋଷଶାଳାକୁ ରାସ୍ତା ଅଛି। କିନ୍ତୁ ସାଧାରଣ ଭକ୍ତ ପାଇଁ ଏହା…

ଅର୍ଚ୍ଚନା ନାଗ ମାମଲା: ଇଡିର ସମନ ପରେ ହାଇକୋର୍ଟରେ ଜାମିନ୍ ଆବେଦନ କଲେ ଖଗେଶ୍ୱର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ଖଗେଶ୍ୱର ପାତ୍ର । ଇଡି ଆର୍ଥିକ ନେଣଦେଣ ମାମଲାର ତଦନ୍ତ କରୁଛି । ଇଡି ଏହି ମାମଲାରେ ହାଜର ହୋଇ ଜେରାର ସାମ୍ନା କରିବାକୁ କହିବାର ଦିନକ ପରେ ଖଗେଶ୍ୱର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏପରି କରି…

ବ୍ରିଟେନର ରାଜା ଓ ରାଣୀଙ୍କ ଉପରେ ଅଣ୍ଡା ମାଡ !

ଲଣ୍ଡନ: ବ୍ରିଟେନର ରାଜା ଚାର୍ଲ୍ସ ଏବଂ ତାଙ୍କ ପତ୍ନୀ ରାଣୀ କାମିଲାଙ୍କ ଉପରେ ଅଣ୍ଡା ଫିଙ୍ଗିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ପରେ ଦୁହେଁ ଉତ୍ତର ଇଂଲଣ୍ଡରେ ଏକ ସାଧାରଣ ସଭାରେ ଥିଲେ। ଅଣ୍ଡା ରାଜାଙ୍କ ଉପରେ ପଡ଼ିଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଏହା ଦେଖିବାକୁ…

ଏମିତି ବି ରାଗିଂ ହୁଏ ! ଅର୍ଦ୍ଧନଗ୍ନ କରାଇ କାଦୁଅରେ ଗଡିବାକୁ କହିଲେ ସିନିୟର

ଚେନ୍ନାଇ: ରାଗିଂ କରିବା ନାଁରେ ସୀମା ଡେଇଁଲେ ମେଡିକାଲ କଲେଜର ଛାତ୍ରଛାତ୍ରୀ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ହୋଇଥିବା ଏକ ରାଗିଂ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…

ଖାଇବା ତେଲର ଶୁଦ୍ଧତା କେମିତି ପରଖିବେ, ଜାଣନ୍ତୁ ଏପରି

ଓଡିଶା ସମ୍ବାଦ ବ୍ୟୁରୋ: ଆଜିର ସମୟରେ, ବଜାରରେ ଏପରି କୌଣସି ଜିନିଷ ନାହିଁ ଯାହାର ମାନକୁ ନେଇ ପ୍ରଶ୍ନ ଉଠୁନଥିବ । ଖାସ କରି କଟକ, ବ୍ରହ୍ମପୁର ଆଦି ସ୍ଥାନରେ ନକଲି ତେଲ, ମସଲା କାରଖାନା ମିଳିବା ପରେ ଆମ ମାନଙ୍କ ମନରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ରୋଷେଇ…