‘ଦ କେରଲା ଷ୍ଟୋରି’କୁ ନେଇ କଙ୍ଗନା ଦେଲେ ମନ୍ତବ୍ୟ: କହିଲେ ଫିଲ୍ମ ବ୍ୟାନ ହେବା ଉଚିତ୍ ନୁହେଁ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁ ପ୍ରସଙ୍ଗକୁ ନେଇ ନିଜର ମନ୍ତବ୍ୟ ଦେବାକୁ ପଛାଇ ନ ଥାଆନ୍ତି । ଏବେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବି ନିଜ ମନ୍ତବ୍ୟ ରଖିଛନ୍ତି ।
ନିକଟରେ କଙ୍ଗନା ଏକ କାର୍ଯ୍ୟକ୍ରମରେଯୋଗ ଦେଇଥିଲେ । ଏହି ସମୟରେ କଙ୍ଗନା…