ପଦ୍ମପୁର ପଲିଟିକ୍ସ: ବିଜେଡିକୁ ଟେନସନ ଦେବେ କି ଖୁଡି ଓ ପୁତୁରା ବୋହୂ?
ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡି ଗଡ ବଞ୍ଜାଇବାକୁ ଆରମ୍ଭ କରିଛି ପ୍ରୟାସ । ତେଣୁ ବିରୋଧୀ ଶିବିର ବିଜେପିର ଟାଣୁଆ ନେତା ରାଜୁ ଘିବେଲାଙ୍କୁ ଆଣି ଦଳରେ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି ପଦ୍ମପୁର ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ । ରାଜୁ ୨୦୧୯…